Hot Posts

6/recent/ticker-posts

ଗୁଡ଼ାରୀ NAC ଓ ବ୍ଲକ କଂଗ୍ରେସର ବୈଠକରେ ଦଳକୁ ମଜବୁତ କରିବା ଉପରେ ଆଲୋଚନା

ଗୁଡ଼ାରୀ, ୨୪ / ୦୮ ( କେ. କାଶୀ ବିଶ୍ୱନାଥ ) : ଆଜି ଗୁଡ଼ାରୀ ବ୍ଲକଏବଂ NAC କଂଗ୍ରେସ ର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ କୋରାପୁଟ ଲୋକସଭା ସାଂସଦ ଙ୍କ ଗୁଡାରି NAC ପ୍ରତିନିଧି S. ମୀନକେଶ ବାବୁ, ଗୁଡାରି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲଷ୍ମୀ ଶବର ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ନନ୍ଦ, କାଶୀ ବଳିୟାରସିଂ, ଦାଶରଥି ଗମାଙ୍ଗ, ଜଳ ସୂର୍ଯ୍ୟ, ଜିତେନ୍ଦ୍ର ମାଝୀ,ସୁବାଷ ପାଣିଗ୍ରାହୀ, ସିର୍ଣ୍ଣ କଲାକା,କଂଗ୍ରେସ ଦଳ ଗୁଡାରି ବ୍ଲକ ଏବଂ NAC ରେ କିଭଳି ମଜଭୁତ ହେବ ସେ ବିଷୟରେ ବିଧାୟକ ଗୁରୁମନ୍ତ୍ର ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ l ଓ କଂଗ୍ରେସର ଦଳ କିପରି ଆଗାମି ଦିନରେ ସଫଳତା ହାସଲ କରିବ, ମୋଦି ସରକାର ଭୋଟ ଚୋରି ବିଷୟରେ, ବୈଠକ ରେ ଆଲୋଚନା ହୋଇଥିଲା, ଶେଷରେ ବ୍ଲକସଦ୍ଭାପତି ଧନ୍ୟବାଦ ଅର୍ପଣ କରି ସଦ୍ଭାସଙ୍କ କରିଥିଲେ.