Hot Posts

6/recent/ticker-posts

ବେଲପଡ଼ାକୁ N.A.C ମାନ୍ୟତା ପାଇଁ ଦ ୧୨ଘଣ୍ଟା ଆ ବନ୍ଦ ପାଳନ

ବଲାଙ୍ଗୀର, ୨୨ / ୦୮ ( ଭାଗିରଥି ଭୋଇ ) : ବଲାଙ୍ଗୀର ଜିଲ୍ଲା ର ବେଲପଡାକୁ NAC ର ମାନ୍ୟତା ପାଇଁ ଆଜି ବେଲପଡା ବନ୍ଦ ଡାକରା ଦେବା ସହିତ ରାସ୍ତାରୋକ କରାଯାଇଥିଲା । ଆଜିର ବନ୍ଦ ପାଳନ କୁ ନେଇ ବେଲପଡ଼ା ସହରବାସୀ ନିଜ ନିଜ ଦୋକାନ ବଜାର ଶାନ୍ତି ପୂର୍ଣ ଭାବେ ବନ୍ଦ କରି ପୂର୍ଣ୍ଣ ସମର୍ଥନ କରିଛନ୍ତି । ବିଭିନ୍ନ ସାମାଜିକ ସଂଗଠନ ମାନେ ମଧ୍ୟ ସମର୍ଥନ କରିଛନ୍ତି। ତେଣୁ ବେଲପଡାରେ ସମସ୍ତ ଦୋକାନ ବଜାର ବନ୍ଦ ସହିତ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ରହିଛି । ଆଗାମୀ ଦିନରେ NAC ମାନ୍ୟତା ନଦେଲେ ଆହୁରି ଆଗକୁ ଆନ୍ଦୋଳନ ବ୍ୟାପକ ହେବ ବୋଲି ପ୍ରକାଶ କରିଛନ୍ତିl 

ଭାଗିରଥି ଭୋଇ ଙ୍କ ରିପୋର୍ଟ