Hot Posts

6/recent/ticker-posts

ଗୁଡାରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହାରିଲେ କଂଗ୍ରେସ କର୍ମୀ

ଗୁଡାରି, ୨୬ / ୦୮ ( କାଶୀ ବିଶ୍ୱନାଥ ) : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କର୍ଲାଘାଟି ଗ୍ରାମପଞ୍ଚାୟତ ର କାଜୁ ଗ୍ରାମ ର ଡମ୍ବୁରୁ ଭାତ୍ରା ନାମକ କଂଗ୍ରେସ କର୍ମୀଙ୍କ ଦେହ ଅସୁସ୍ଥ ଥିବାରୁ ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ମୃତ୍ୟୁ ଘଟିଥିଲା l ଗୁଣୁପୁର ବିଧାୟକ ଙ୍କ ଉପସ୍ଥିତି ରେ ମେଡିକାଲ ରେ ସହଯୋଗ କରିବା ପାଇଁ ଚୟନ ହୋଇଥିବା ମାଧବ ଶବର ଏବଂ ଜଳ ସୂର୍ଯ୍ୟ ସ୍ୱର୍ଗରଥ ଯୋଗାଡ଼ କରି ଶବ କୁ କାଜୁ ଗ୍ରାମକୁ ପଠେଇବା ବ୍ୟବସ୍ଥା କରିଥିଲେ l