Hot Posts

6/recent/ticker-posts

କୋରାପୁଟ ଜିଲ୍ଲା ସୁନାବେଡ଼ା ଗଞ୍ଜାମ କୋଲାନୀ ରେ ଜୟ ଭୀମ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ।

ସୁନାବେଡା, ୨୬ / ୦୮ ( ସୁମତି ଟାକ୍ରୀ ) : ପ୍ରତି ବର୍ଷ ପରି ଏ ହିଁ ବର୍ଷ ମଧ୍ୟ ସୁନାବେଡା -1 ଖେଳ ପଡିଆ ଠାରେ ଜୟ ଭୀମ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ଗଞ୍ଜାମ କଲୋନୀ କ୍ଲବ୍ ତ୍ ର ଫ ରୁ ଆୟଜନ କରା ଯାଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବ ରେ କୋରାପୁଟ ସାଂସଦ ମାନ୍ୟବର ଶ୍ରୀ ଯୁକ୍ତ ସପ୍ତଗିରି ଉଲ୍ଲାକା ଉଦ୍ଘାଟନ କରିଥିଲେ,ଏବଂ ପୌର ପରିଷଦ ଚେୟାରମେନ ରାଜେନ୍ଦ୍ର ପାତ୍ର , ସୁନାବେଡା ମ୍ୟୁନିସିପାଲଟି ର ସମସ୍ତ ୱାର୍ଡ ର କାଉନସିଲର ଉପସ୍ଥିତ ରହି, ପ୍ରଥମ ଦିନର ଖେଳ ଶୁଭ ଆରମ୍ଭ କରି ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ କୋରାପୁଟ ଜିଲ୍ଲାର 100ରୁ ଉର୍ଦ୍ଧ୍ବ ଖେଳାଳୀ ଭାଗ ନେଇ ଛନ୍ତି । ଖେଳାଳି ମାନଙ୍କ ର ଖାଇବା ପିଇବା , ମେଡିସିନି ବ୍ୟବସ୍ଥା ମଧ୍ୟ କରା ଯାଇଛି। ଖେଳପଡିଆ ଟି ନାଚ ଗୀତରେ ଫାଟି ପଡୁଥିଲା। ଦର୍ଶକ ମାନଙ୍କ ଭିଡ ଜମି ଥିଲା। ଦର୍ଶକ ମାନେ ଖେଳଟିକୁ ଖୁବ୍ ଉପଭୋଗ କରିଛନ୍ତି , ଯେଉଁ ଦଳ ବିଜୟ ପ୍ରାପ୍ତ ହେବ ସେହି ଦଳପାଇଁ 25,000 ଟଙ୍କା ପୁର ସ୍କ।ର ସହିତ ଟ୍ଟ୍ରୋଫି ରଖା ଯାଇଥିଲା । ରାନ ଟିମ୍ କୁ 20,000 ଟଙ୍କା ସହିତ ରନ୍ ଟ୍ଟ୍ରୋଫି ଥିଲା। ଶେଷ ରେ ଖାଲପାଢି ଟିମ୍ ବିଜ୍ୟ ଲାଭ କରି ଥିଲେ ଆଉ ଚିକାପାର ଟିମ୍ ରନର ହୋ ଇ ଥିଲେ ।