Hot Posts

6/recent/ticker-posts

ମିଳିଥିବା ୧୭ ଟି ମୋବାଇଲ ଦେଲା ପୋଲିସ।

ଜୟପୁର,୨୩।୮ ( ଏ. ଭେଙ୍କଟ ରାଓ ) : ଟାଉନ ଥାନା ପୋଲିସ ହୋଜି ଯାଇଥିବା କିମ୍ବା ଚୋରୀ ହୋଇଥିବା ୧୭ ଗୋଟି ମୋବାଇଲକୁ ମାଲିକ ମାନଙ୍କୁ ହସ୍ତାନ୍ତର କରିଛି। ଏହି ମୋବାଇଲ ଗୁଡ଼ିକ ହୋଜିଥିବା କିମ୍ବା ଚୋରୀ ହୋଇଥିବା ଆଇସିଆର ଆପରେ ଏବଂ ଲିଖିତ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ବୋଲି କୋରାପୁଟ ଏଏସପି ଅମ୍ୱୋ ମହାନ୍ତି ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ ଉପସ୍ଥିତିରେ କିହିଥିଲେ। ପାର୍ବଣରେ ପୋଲିସ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ଅଘୋଟଣକୁ ରୋକିବାକୁ ସୂବୋନ୍ଦବସ୍ତ କରିବା ସହ ସଜାଗ ରହିଛି ବୋଲି କୋହିଥିଲେ।