Hot Posts

6/recent/ticker-posts

ନବିନଙ୍କ ଆରଗ୍ୟ ପାଇଁ ବିଜୁ ଯୁବ ଜନତା ଦଳର ଗୁପ୍ତେଶ୍ୱର ଠାରେ ପୂଜା।

ଜୟପୁର,୧୯।୮ ( ଏ. ଭେଙ୍କଟ ରାଓ ) : ବିଜୁ ଯୁବ ଜନତା ଦଳର କର୍ମୀ ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆରଗ୍ୟ କାମନା କରି ଗୁପ୍ତେଶ୍ୱର ପିଠ ଠାରେ ପୂଜା ଅର୍ଚନା ସହ ଜଳାଭିଶେକ କରି ଆଶୀର୍ବାଦ ଭିକ୍ଷା କରି ଫେରିଥିଲେ ଏବଂ ଜୟପୁର ଠାରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ସହ ସାକ୍ଷାତ ଏହି ମହତ କାର୍ଯ୍ୟ ସମ୍ବନ୍ଧେ ସବିଶେଷ ଉପସ୍ଥାପନା କରିଥିଲେ। ଏହି ପୂଜାରେ ବିଶ୍ୱଜିତ୍ ନାୟକ, ଘନ ଶ୍ୟାମ ନାୟକ, ସତ୍ୟ ନାୟକ, ପୂର୍ଣ୍ଣ ଡାକୁଆ, ବସୁ କାଣ୍ଡି, ରାଜା ପାଢି, ବାପି ପଣ୍ଡା ପ୍ରମୁଖ ପୂଜା କରିଥିଲେ।