Hot Posts

6/recent/ticker-posts

ସାମ୍ବାଦିକ ଙ୍କ ନାମରେ ଥାନାରେ ଏତଲା ଦେଲେ ଫରେଷ୍ଟର

କୋରାପୁଟ,୩୦ / ୭ ( ଏ. ଭେଙ୍କଟ ରାଓ ) :ବୌପାରିଗୁଡ଼ା ଫରେଷ୍ଟର ଶ୍ରୀମତୀ ରଞ୍ଜିତା ନାୟକ ଆଜି ୩୦,୭,୨୫ ପ୍ରେସମିଟି ଜରିୟାରେ ଜଣେ ସାମ୍ବାଦିକ ବିଜୟ ପାଙ୍ଗି ବିରୁଦ୍ଧରେ ଅଭିଯୋଗ ଆଣିଲେ ଓ ଥାନାରେ ଏତଲା ଦେଲେ .. ତାଙ୍କ ଅନୁଯାୟୀ  ବାରମ୍ବାର ଫୋନ  ମାଧ୍ୟମରେ  ଦ୍ଭାଲୁ ପର୍ପତର ଗଛ କାଟି ଯାଉଅଛ କହି  ଭିଡ଼ିଓ ଅଛି କହି ଭିଡିଓ ନ ଦେଖାଇ ..ମିଥ୍ୟାରେ ଶ୍ରୀମତୀ,ରଞ୍ଜିତା ନାୟକଙ୍କୁ ହଇରାଣ କରି ଆସୁଛନ୍ତି। ଶ୍ରି ପାଙ୍ଗି କହିଵା ଅନୁସାର ତାଙ୍କ ଫରେଷ୍ଟ ଷ୍ଟାପକୁ ଧର ବର୍ଷାରେ କାଦୁଅରେ ସମସ୍ତ ଜଙ୍ଗଲ ବୁଲି ବୁଲି ସରକାରଙ୍କ ସମୟ ନଷ୍ଟ କରିଛନ୍ତି । ମୁଁ ଫିଲଡ କାମ କରୁଛିି.ମୁଁ.ନସ୍କଲପ୍ରବଣ ଜାଗାମାନଙ୍କରେ ମୋର ଜୀବନ ପ୍ରତି ବିପଦ ଅନୁଭବ କରୁଛି ଏଣୁ ଶ୍ରୀ ପାଙ୍ଗି ମତେ ସବୁବେଳେ ଫଲୋ କରୁଛନ୍ତି ବୋଲି ମୋର ଅନୁମାନ କରୁଛି ମୁଁ ବାଧ୍ୟହୋଇ ତାଙ୍କ ବିରୋଧରେ ଏତଲା ଦେବାକୁ ବାଧ୍ୟ ହେଲି ,I ଗଣମାଧ୍ୟମ ଦ୍ଵର ସରକାର ଙ୍କ ନିକଟରେ ସେ ଗୁହାରି କରିଚ୍ଛନ୍ତି । ଏବେ ଦେଖିବାକୁ ବାକି ରହିଲା ବନ ବିଦ୍ଭାଗ, ପୁଲିସ ପ୍ରସାସନ ପଦକ୍ଷପ କଣ ନେଉଛନ୍ତି।