Hot Posts

6/recent/ticker-posts

*ବର୍ଷାର ଲାଗି ଚାଷୀ ହଁସୁଛେ*

 

*ବର୍ଷାର ଲାଗି ଚାଷୀ ହଁସୁଛେ* 


ବଛର୍ ଯାକର୍ ଖୁଜି ନୁରି କେତେ
        ପାଏସି ଚାଷୀ ଅଷାଢ଼େ ତତେ,
ତୁଇ ଆସଲେ ମୁହେଁ ହଁସ ଫୁଟସି 
            ବଦଲି ଯାଏସି ଦଶା ସତେ ।।୧।।
ଖେତେ ବିହନ୍ ଝିଁଟି ଦେଇକରି
          ସତେ ଦେଖୁଥିସି ବାଟ୍ ତୋର୍,
କେଭେ ଆସବୁ ବୋଲି ଟାକିଥିସି
          ମନେ ଭାଲି ହେଉଥିସି ଜୋର୍ ।।୨।।
ତୋର୍ କୁରପାନୁ ଅମଲ୍ କରସି
           ନାନା ଅମୂଲ୍ ମୂଲ୍ ଫଲ୍ ମୁଲ୍,
ଚାଷୀ ହଁସୁଛେ ଏଜ୍ ମୁଲ୍ ମୁଲ୍,
             ବଁଚି ଥାଉ ଗା ଚାଷୀ କୁଲ୍ ।।୩।।


✍️ ଯୁଆନ୍ କବି ରୋଶନ ସାହୁ
      ତରଭା,ସୁବର୍ଣ୍ଣପୁର
      ମୋ -୯୩୪୮୪୮୦୦୨୧