Hot Posts

6/recent/ticker-posts

ମୋବାଇଲ୍

 

ମୋବାଇଲ୍ 
----------------------------
ଯେତେ ବୁଝାଲେ ନି ମାନବାର୍ କେହି ,
କହି କରି କେଁ ଲାଭ୍ କହ ।।
ମୋବାଇଲ୍ ଫୋନ୍ ଟେ ଆସଲା ଦିନୁ,
ଲାଗି ଯାଇଛେ ମହ ।।
କାମ୍ ଟେ କରୁଥିବୁ ଡାକବୁ ବେଳେ ,
ମୋବାଇଲ୍ ଧର୍ ଲେ କହୁଛନ ରହ ।।
କାହାକେ ହେଲେ ମନା କର୍ ବୁ , 
ଛୁଆକେ ଛାଡ଼ି ସିରିଏଲ୍ ଦେଖଲେ ଶାଶ୍ ବହ ।।
ପାଠପଢା କେ ଆଉ ନାଇଁନ ମନ୍ ,
ପିଲା କର୍ whatapps, facebook, insta ଏକା ଜୀବନ ।।
ଯେତେ ବେଳେ ଦେଖବୁ ରିଲସ୍ ବନାଉଛନ,
ବୁଆ ମାଁର୍ ଭାଙ୍ଗୁଛେ ସପନ୍ ।।
ଇହାଦେ ଯାହାର ଘରେ ଦେଖବ ,
ସବକର୍ ଘରେ ମୋବାଇଲ୍ ହେଲା ।।
ଛୁଆ ହଉକି ବଡ ,
ମୋବାଇଲ୍ ସବ୍ କେ ବର୍ବାଦ କଲା ।।
ମୋବାଇଲ୍ ଲାଗି ଟାୱାର ଖୁଟା ଲାଗଲା ,
ଚେରେ ଚିରଗୁଣ୍ ଯାଉଛନ ମରି ।।
ଅସଲି ଜୀବନ କେ ଉପଭୋଗ କର ,
ମୋବାଇଲ୍ କେ ଛାଡ଼ିକରି ।।


                            ରାକେଶ ସାଏ.....✍️
                       ( ବେଲବାହାଲି , ବଲାଙ୍ଗିର )