Hot Posts

6/recent/ticker-posts

ଭାରତ ଏବଂ ବ୍ରିଟେନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷରିତ

ନୂଆଦିଲ୍ଲୀ, ୬/୫ : ଭାରତ ଏବଂ ବ୍ରିଟେନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷରିତ ହୋଇଛି! ଏହି ଚୁକ୍ତି ଦୁଇ ଦେଶର ବ୍ୟାପାର, ନିବେଶ, ରୋଜଗାର, ନବସୃଜନ ଏବଂ ରଣନୀତିଗତ ସମ୍ପର୍କରେ ଧମାକେଦାର ପରିବର୍ତ୍ତନ ଆଣିବ ବୋଲି ଆଶା ରହିଛି । PM ମୋଦି ଏହାକୁ ଅଭିହିତ କରିଛନ୍ତି ଏକ “ଐତିହାସିକ ମାଇଲଖୁଣ୍ଟ” ବୋଲି, ଯାହା ଦ୍ୱାରା ଭାରତୀୟ ରପ୍ତାନୀକାରୀ ଙ୍କୁ ମିଳିବ ବ୍ରିଟିଶ ବଜାରରେ ବିଶେଷ ସୁବିଧା, ଓ ଯାହା ବ୍ରିଟିଶ ନିବେଶକମାନେ ଭାରତକୁ ଆନିବେ ଏକ ବଡ଼ ଅବସର ଭାବରେ। ପ୍ରଯୁକ୍ତି, ସ୍ୱାସ୍ଥ୍ୟ, କୃଷି ଓ ଉତ୍ପାଦନ କ୍ଷେତ୍ରରେ ଜମ୍ପ ଆସିବ! ଏହି ଚୁକ୍ତି ରହିଛି ଦୀର୍ଘ ଆଲୋଚନା ଓ ରଣନୀତିଗତ ପ୍ରୟାସର ଫଳ। ଏହି ସମ୍ପର୍କ ମାଧ୍ୟମରେ ଭାରତ-ବ୍ରିଟେନ ବନିବେ ଏକ ଶକ୍ତିଶାଳୀ ବୈଶ୍ୱିକ ବାଣିଜ୍ୟ ଯୋଡ଼ି