Hot Posts

6/recent/ticker-posts

ନ୍ୟାାଶନାଲ ହେରାଲ୍ଡ ମାମଲା ରେ ବିସ୍ଫୋଟ! ସୋନିଆ-ରାହୁଲ ବିରୋଧରେ ୫୦୦୦ କୋଟିର ଅଭିଯୋଗ, ଇଡି ଚାର୍ଜସିଟ ଦାଖଲ!

ଦେଶର ରାଜନୀତିରେ ତୁଳିଲା ଚମକ! ନ୍ୟାାଶନାଲ ହେରାଲ୍ଡ ମାମଲା ପୁଣିଥରେ ସେଣ୍ଟର ଅଫ୍ ଅଟ୍ରାକ୍ସନ! ଇଡି ସ୍ପଷ୍ଟ ଅଭିଯୋଗ ଆଣିଛି ଯେ କଂଗ୍ରେସ ନେତା ସୋନିଆ ଓ ରାହୁଲ ଗାନ୍ଧୀ ୫୦୦୦ କୋଟି ଟଙ୍କାର ଅଚଳ ସମ୍ପତ୍ତି ଅନୁଚିତ ଭାବେ ହସ୍ତାନ୍ତର କରିଛନ୍ତି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଏକ ବିସ୍ତୃତ ଚାର୍ଜସିଟ ଦାଖଲ କରି ଇଡି କହିଛି – ମାତ୍ର ୫୦ ଲକ୍ଷ ଟଙ୍କାରେ ବହୁମୂଲ୍ୟ ଏଜେଏଲ ସମ୍ପତ୍ତି ୱାଇଆଇଏଲକୁ ହସ୍ତାନ୍ତର ହୋଇଛି, ଯାହା ଏକ ଅପରାଧମୂଳକ ଷଡଯନ୍ତ୍ର! ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ଣୌ, ଭୋପାଳ ଓ ପାଟନାରେ ଥିବା ଅନେକ ଘର-ଜମି ସମ୍ପତ୍ତି ଏହି ଷଡଯନ୍ତ୍ର ଭିତରେ! ବିଜେପି ଭାରି ଆକ୍ରମଣରେ, ଗାନ୍ଧୀ ପରିବାର ଉପରେ ଟଙ୍କା ଖର୍ଚ୍ଚ ନ କରି ହଜାର କୋଟିର ସମ୍ପତ୍ତି ଘୋଟଲା ଅଭିଯୋଗ! ଅନ୍ୟପଟେ, କଂଗ୍ରେସ ଏହାକୁ ରାଜନୈତିକ ପ୍ରତିହିଂସା ବୋଲି ବଖ୍ୟା କରୁଛି।