ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) 2025 ବିଜ୍ଞପ୍ତି ପ୍ରକାଶ
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) 2025 ରେ 2 ମେରୁ 12 ମେ ପର୍ଯ୍ୟନ୍ତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି, ଏହି ପରୀକ୍ଷା Computer-Based Test ମୋଡରେ ହେବ। ଏବେ ମଧ୍ୟ 3ଟି ସିପ୍ଟରେ ପରୀକ୍ଷା ହେବା ଯୋଜନା ହୋଇଛି – 2 ତାରିଖରେ B.Pharm, 3 ତାରିଖରେ LE-Tech, MBA, 5 ରେ Integrated MBA, LE-BSc, 6 ତାରିଖରେ MCA, M.Pharm, M.Tech ଭଳି ଅନେକ କୋର୍ସ ଲାଗି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେବ। 10-12 ମେ ମଧ୍ୟେ Nursing ବିଭାଗର ପରୀକ୍ଷା ଥିବାବେଳେ, Admit Card ଡାଉନ୍ଲୋଡ୍ ଓଜେଇଇ ସରକାରୀ ୱେବସାଇଟ୍ରୁ ହେବ ବୋଲି ସୂଚନା ମିଳିଛି