Hot Posts

6/recent/ticker-posts

ପ୍ରଭୂ ବଢାରଜ ଙ୍କ ବାର୍ଷିକ ଦଶହରା ପ୍ରସ୍ତୁତି ପାଇଁ ଚବୈଠକ।

କୋକସରା, ୨୫/୧୦ ( ଇଶ୍ଵର ଲଦୁଆ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଡେଙ୍ଗାଗୁଡା ଗ୍ରାମର ଆରାଧ୍ୟ ଦେବତା ପ୍ରଭୂ ବୁଢାରଜା ଙ୍କ ପ୍ରସିଦ୍ଧ ବାର୍ଷିକ ଦଶହରା ଆସନ୍ତା ୩ ତାରିଖ ମଙ୍ଗଳବା ଘ, ୯:୦୦ ଲାଠିପୂଜା ଅପରାହ୍ନ ,ଘ,୩:୦୦ ଯାତ୍ରା ବଢାଇପରିକ୍ରମା ଓ ମନରଞନ କାଯ୍ୟକ୍ରମ ରୁ ୪ ତାରିଖ ବୁଧବାର ପୁର୍ବାହ୍ନ ଘ,୯:୩୦ ପୂଜା ସମାପନ ଓ ନାଟକରେହେବାକୁ ଯାଇଛି ।ଏ ନେଇ ଶନିବାର ପ୍ରଶାସନ ଓ ପୂଜା କମିଟିର ଚୂଡାନ୍ତ ବୈଠକ ଡେଙ୍ଗାଗୁଡାସ୍ଥିତ ବୁଢାରଜା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି, କିଶୋର କୁମାର ନାଏକ ଉପସଭାପତି, ହାତୀରାମ ପୂଝାରୀ ,ସମ୍ପାଦକ ନିଳାମ୍ବର ଛତ୍ରିଆ ,ସହସମ୍ପାଦକ, ବରିନ୍ଦ୍ର ପୂଝାରୀ ,କୋଷାଧ୍ୟକ, କିଶୋର ମେହେର ,ସହକୋଷାଧ୍ୟକ, ତାରାଚନ ମେହେର ସଭାପତିତ୍ବରେ ଅନୁଷ୍ନିତ ବୈଠକରେ ପୂଜା କଭଲି ଓ ମନରଞନ କାଯ୍ୟକ୍ରମ ଶାନ୍ତି ଶୃଙ୍ଖାଳା ସହ ପରିଚାଳନ ହେବ ସେ ନେଇ ଆଲୋଚନା କରିଥିଲେ ଏଥି ସହିତ ଯାତ୍ରକୁ କିଭଳି ମୁକ୍ତ କରାଯିବ ସେନେଇ ବିଶେଷ ଧ୍ୟାନ ଦିଆଯାଇଛି। ଭକ୍ତ ମାନଙ୍କ ପାଇଁ ଧାଡି ଦର୍ଶନ ବ୍ୟବସ୍ଥା କରାଯାଇଛି। ବୈଠକରେ ବୁଢାରଜା ସାଂସ୍କୃତିକ ଆନୁଷ୍ଠାନ ର ସମେତ ଗ୍ରାମର ପ୍ରମୁଖ ଉପସ୍ଥିତ ଥିଲେ।