Hot Posts

6/recent/ticker-posts

ନାୟକାଣିଡିହି ରେ ବିଜୁ ଜନତା ଦଳର ସାଧାରଣ ବୈଠକ ଅନୁଷ୍ଠିତ

ଭଦ୍ରକ, ୧୫/୧୦ ( ଅକ୍ଷୟ କୁମାର ବେହେରା ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାୟକାଣିଡିହି ପଞ୍ଚାୟତ ର ବିଜୁ ଜନତା ଦଳର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକରେ ରମାକାନ୍ତ ଫାଉଣ୍ଡେସନରେ ସଭାପତି ପିଣ୍ଟୁ ପ୍ରଧାନ ଓ ବାସୁଦେବପୁରୁର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଶହ ରମାକାନ୍ତ ଫାଉଣ୍ଡେସନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ,ଓ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ, ଟିକେ ନଜର ପକାନ୍ତୁ ଦର୍ଶକ ବନ୍ଧୁ, ଏପଟେ ଡବଲ ଇଞ୍ଜିନ ସରକାର, ଲୋକମାନଙ୍କୁ ଅସୁବିଧାରେ ପକାଉଥିବା,ଏପଟେ ବିଜେଡି ଦଳର ପୂ୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସୋହଜଗର ହାତ ବଢ଼େଇଛି, ଇଥିରୁ ପ୍ରଶ୍ନ ଉଠିଛି ଡବଲ ଇଞ୍ଜିନ ସରକାର ଦେଇଥିବା ଦେଇଥିବା ପ୍ରତିଶ୍ରୁତି ଗଲା କୁଆଡେ, ମେଡିକାଲ୍ ରେ କାର୍ଡ କାମ ନକରୁଥିବା ବେଳେ ଏପଟେ ରାସନ କାର୍ଡ କାର୍ଡ ରେ ନାମ ଯୁଡ଼ା ହୋଈ ପାରୁ ନାହିଁ , ଜନ ସାଧାରଣ ଏମିତି ଅନେକ ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ, ଏପତେ ବିଜେଡି କରିଛି ବଡ଼ ଖେଳା, ଏଇସବୁ ଅସୁବିଧାକୁ ରମାକାନ୍ତ ଫାଉଣ୍ଡେସନର ସଭାପତି ଓ ସମସ୍ତ ସଦସ୍ୟ ସକ୍ଷମ ଅନୁଯାଇ ସାହାଯ୍ୟ, କରିବେ ବୋଲି, ଜନ ସାଧାରଣ ମନଙ୍କୁ ପ୍ରତିସ୍ମୃତି ଦେଇଛନ୍ତି -



 ବାସୁଦେବପୁରୁ ଅକ୍ଷୟ କୁମାର ବେହେରା