ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଭିନ୍ନକ୍ଷମଙ୍କୁ ସହାୟକ ଉପକରଣ ବଣ୍ଟନ, ନୂଆପଡ଼ାର ୪ ଜଣଙ୍କୁ ମୋଟରାଇଜ୍ଡ ଟ୍ରାଏସାଇକଲ୍
ନୂଆପଡ଼ା, ୨୦/୦୯ ( ପରମେଶ୍ୱର ମେହେର ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳନ ଅବସର ର ରେ ବଲାଙ୍ଗୀର ସ୍ଥିତ ସ୍ଥିତ ଆଲୀମକେ ମକୋ ବ୍ରାଞ୍ଚ ରେ ଶତା ଗତାଧିକ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ମାଗଣାରେ ବିଭିନ୍ନ ଭିନ୍ନକ୍ଷମ ସହାୟକ ଉପକରଣ ବଣ୍ଟନ କରାଯାଇଥୁଳ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲା, ଭିନ୍ନକ୍ଷମ ସମିତି ସଭାପତି ଅଚ୍ୟୁତ ସୁନାନୀ ও ঘর ସମ୍ପାଦକ ଦିଲ୍ଲୀପ ଷଡଙ୍ଗୀ ଙ୍କ ନେତୃତ୍ବ 62 ର ପାଞ୍ଚ ଜଣ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକଲ ପ୍ରଦାନ କରାଯାଇଥିଲା । ସିନାପାଲି ବ୍ଲକ୍ ଘୁଚାଗୁଡା ଗ୍ରାମର ହରିଲାଲ ଜଗତ, ବୋଡେନ ବ୍ଲକ ବର୍ତ୍ତନସିଲ ଗ୍ରାମ ର ପୀତବାସ ସ ନାୟକ, କରଙ୍ଗାମାଲ ଗ୍ରାମର ମକାରୁ ଚିନ୍ଦା, ବୋଦଲାପଡ଼ା ଗ୍ରାମ ର ବୈଷ୍ଣବ ମାଝୀ ଙ୍କୁ ମୋଟରାଇଜ ଟ୍ରାଏ ସାଇକଲ ପ୍ରଦାନ କରାଯାଇଥିଲା। ଉକ୍ତ ଭିନ୍ନକ୍ଷମ ସାମଗ୍ରୀ ବଣ୍ଟନ ସିବିର ରେ ବଲାଙ୍ଗୀର ଆଳିମକେ ଆଳିମକୋ ଇଞ୍ଚର୍ଜ ସୁରେନ୍ଦ୍ର ଭୋଇ ଓ ତାଙ୍କର ସମସ୍ତ କର୍ମଚାରି ଉପସ୍ଥିତ ରହି ସାମଗ୍ରୀ ବଣ୍ଟନ ଶିବିର ବିର କୁ ସଫଳ କରିଥିଲେ, ଭୀନ୍ନକ୍ଷମ ମାନେ ବ୍ୟାଟେରୀ ଗାଡି ପାଇ ଖୁସି ଅନୁଭବ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ତଥା ରାଜ୍ୟ ସରକଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ।