Hot Posts

6/recent/ticker-posts

ବନ୍ୟା ଓ ବାତ୍ୟା ହେଉ ପ୍ରତିକୂଳ ପରିସ୍ଥତି ରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦମକଳ ବାହିନୀ ପ୍ରସ୍ତୁତ

ନୂଆପଡ଼ା, ୨୪/୦୯ ( ପରମେଶ୍ୱର ମେହେର ) : ବନ୍ୟା ଓ ବାତ୍ୟା ହେଉ ପ୍ରତିକୂଳ ପରିସ୍ଥତି ରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦମକଳ ବାହିନୀ ପ୍ରସ୍ତୁତ, ସ୍ଥିତି ଅନୁଧ୍ୟାନ ସହ ସତର୍କ ରହିବାକୁ ଜିଲ୍ଲାପାଳ ମଧୁସୂଦନ ଦାସ ନିର୍ଦ୍ଧେଶ ଦେଇଛନ୍ତି। କୌଣସି ପରିସ୍ଥିତି ରେ ସଜାଗ ରହି ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ ବନ୍ୟା ବିପର୍ଣ୍ଣ ଙ୍କୁ ଉଦ୍ଧାର କରିବା ନେଇ ଦମକଳ ବାହିନୀ ଗାଡ଼ି ଉପରେ ଆଧୁନିକ ବୋଟ୍ ଖଞ୍ଜା ହୋଇଅଛି। ବିନା ବିଳମ୍ବ ରେ ଘଟଣା ସ୍ଥଳ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ହାତକୁ ନେବା ନେଇ ଆଗ୍ରହ ଚେଷ୍ଟିତ ବୋଲି ପ୍ରକାଶ କରିଛନ୍ତି।