ମା'ଙ୍କ ସ୍ମୃତିରେ ଗାଁକୁ ଉପହାର: କତାପେଟାରେ ଟ୍ୟୁବୱେଲ୍ ନିର୍ମାଣ କଲେ କେ. ଶ୍ରୀଧର
ରାୟଗଡ଼ା, ୧୦/୦୬ ( ଭି. ଗୌରି ଶଙ୍କର ରାଓ ) : ଶ୍ରୀ କଟକଟା ଶ୍ରୀଧର ଙ୍କ ମା'ଙ୍କ ସ୍କୁତିରେ, କତାପେଟା ଗ୍ରାମରେ ଶ୍ରୀ K, ଶ୍ରୀଧର ଙ୍କ ଦ୍ବାରା ୧.ଲକ୍ଷରୁ ଉର୍ଦ୍ଧ ଟଙ୍କା,ରେ ନିର୍ମିତ କରି ଏହି ଗ୍ରୀମ୍ମକାଳ ରେ ମୁନ୍ଦାଏ. ପାଣିପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ଗାଁ ଲୋକଙ୍କ ପାଇଁ ମସିହା ସାଜି ସମସ୍ତଙ୍କ ପାଇଁ ଟିଉବଲ ତିଆରି କରି ଲୋକଙ୍କ ପ୍ରଶଂସା ସାଉଁଠି ଛନ୍ତି, ଶ୍ରୀ K ଶ୍ରୀଧର ପ୍ରାୟ ସମୟ ଜନହିତକର କାମ କରିଥାନ୍ତି ଓ ଏପରି କାମ କରି ସମାଜ କୁ ଗୋଟିଏ ଉତ୍ତମ ବାର୍ତ୍ତା ଦେଇଛନ୍ତି .. ପାଣିପାଇ ଗ୍ରାମର ଲୋକେ ଶ୍ରୀ ଶ୍ରୀ ଧର ଙ୍କୁ ଧନ୍ୟବାଦ ଦେଇଛନ୍ତି। ତାଙ୍କ ମା'ଙ୍କ ଆତ୍ମାକ ସଦଗତି କାମନା କରିଛନ୍ତି