ବସ୍ତାର ନୂତନ ଏସଡିପିଓ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।
ବସ୍ତା, ୦୬/୦୬ (ନିରୋଜ କୁମାର ସେଠୀ) : ନୂତନ ଭାବେ ଯୋଗ ଦାନ କରିଥିବା ବସ୍ତା ଏସଡିପିଓ ସମର୍ଥ କୁମାର ବେହେରାଙ୍କୁ ବସ୍ତା ପ୍ରେସ କ୍ଲବ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରେସକ୍ଳବ ପକ୍ଷରୁ ଦିଆଯାଇଛି । ଏହି କାର୍ଯ୍ଯକ୍ରମରେ ପ୍ରେସ କ୍ଲବ ସଭାପତି ବିଜୟ କୁମାର ଭୂୟାଁ, ବିଶିଷ୍ଟ ସମାଜସେବୀ ତଥା ବିଭିନ୍ନ ସଂଗଠନ ସହ ଯୋଡିତ ବାବୁ ପାଣି, ସାମ୍ବାଦିକ ଶିରିସ ଚନ୍ଦ୍ର ମହାନ୍ତି, ସନ୍ତୋଷ କୁମାର ନାୟକ, ଚାନସିଲର ରାଉତ, ସେଖ ଆଜାରୁଦ୍ଦିନ, ରବିନାରାୟଣ ସାହୁ ଉପସ୍ଥିତ ରହି ସୌଜନ୍ଯ ମୁଳକ ସାକ୍ଷାତ କରି ବସ୍ତା ଅଞ୍ଚଳ ର ଆଇନ ଶୃଙ୍ଖଳା ସାଧାରଣ ଲୋକେ ସୁଚାରୁ ରୂପେ କିପରି ନ୍ଯାୟ ପାଇପାରିବେ ଏହି ବିଷୟରେ ଆଲୋଚନା କରିଥିଲେ।