Hot Posts

6/recent/ticker-posts

କାଳବୈଶାଖୀ ପ୍ରକୋପ ବିଜୁଳିଆଘାତ ରେ ୬ବର୍ଷ ବାଳକ ମୃତ।

ଭଦ୍ରକ, ୦୮/୦୬ ( ନବଦୂତ ) : ସୂଚନା ମୁତାବିକ ଗତକାଲି ସନ୍ଧ୍ୟା ବେଳେ ଘଟିଥିବା କାଳବୈଶାଖୀ ପ୍ରକୋପ ରେ ଅତ୍ୟଧିକ ଘଡଘଡି ଓ ବିଜୁଳି ତାପରେ ଘରବରଣ୍ଡା ରେ ଖେଳୁଥିବା ବେଳେ ବିଜୁଳି ଆଘାତ ରେ ଏକ ୬ବର୍ଷ ର ବାଳକର ମୃତୁ ଘଟିଛି ।ପରିବାର ଲୋକ ତାକୁ ତୁରନ୍ତ ନିକଟ ଡାକ୍ତର ଖାନା କୁ ନେଇଯାଇଥିଲେ। ଡାକ୍ତର ବାଳକ କୁ ମୃତ ଘୋଷଣା କରିଥିଲେ। ମୃତ ବାଳକର ବୟସ ୬ବର୍ଷ ନାମ ଜୀବନ ସାମଲ ପିତା ସୁବାସ ସାମଲ,ମୃତବାଳକ ର ଆକାଳ ବିୟୋଗ ରେ ପରିବାର ଲୋକ ସୋକାକୁଳ ପରିସ୍ଥିତି ତଥା ଗ୍ରାମରେ ସବୁଆଡେ ଶୋକରଛାୟା ଖେଳିଯାଇଥିବାର ସୂଚନା ମିଳିଛି।