କଟକ ୪୨ ମୌଜା ଥାନା ପୋଲିସ ହାତରେ ଧରା ପଡ଼ିଲା କୁଖ୍ୟାତ ଚୋର।
କଟକ, ୦୫/୦୬ ( କାହୁଁ ଚରଣ ବାରିକ ) : କଟକ ୪୨ ମୌଜା ଥାନା ପୋଲିସ ହାତରେ ଧରା ପଡ଼ିଲା କୁଖ୍ୟାତ ଚୋର। ଏହି ଚୋର ନିକଟରୁ ପୋଲିସ ୨୫୦୦ ଟଙ୍କା, ୧୦ ପ୍ୟାକେଟ ସିଗାରେଟ୍, ତିନୋଟି ଥଣ୍ଡା ବୋତଲ, ଦୁଇ କେଜି ଆମ୍ବ ଓ ୧ କେଜି ଅଙ୍ଗୁର ଜବତ୍ କରିଛି ପୋଲିସ। ଗୋଟିଏ ଦୋକାନ ରୁ ଚୋରି ହୋଇଥିବା ଘଟଣାର ତଦନ୍ତ କରି ଚନ୍ଦନ ଖଟୁଆ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।