Hot Posts

6/recent/ticker-posts

ଗୋ-ଚାଲାଣ ବେଳେ ୨ ଆସାମୀ ଗିରଫ।

ଭଦ୍ରକ ୦୫/୦୬ (ନବଦୂତ) : ସୂଚନା ମୁତାବିକ-ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୁରୁଣା ବଜାରଥାନା ଅଧିକୃତ ନଘାମହଲା ଗ୍ରାମ ରେ କିଛି ଗୋ ବେପାରୀ ଏକ ମହିଂନ୍ଦ୍ରା ପିକପ ଗାଡ଼ିରେ ଗୋରୁବୋଝେଇ ହୋଇ ଯାଉଥିବା ବେଳେ ସ୍ଥାନୀୟ ଲୋକ ତୁରନ୍ତ ଭଦ୍ରକ ପୁରୁଣାବଜାର ଥାନା ପୋଲିସ କୁ ସୂଚନା ଦେଇଥିଲେ।ଖବରପାଇ ଭଦ୍ରକ ପୁରୁଣାବଜାର ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ଚାଲାଣ ହେଉଥିବା ପିକପ ଗାଡିସହ ଗାଡ଼ିରେ ଥିବା ୨ଜଣ ଗୋ ବେପାରୀଙ୍କୁ ବିରଫକରିବା ସହ ଗାଡ଼ିରେ ଥିବା ୯ ଗୋମାତାଙ୍କୁ ଉଦ୍ଧାର କରିଥିବା ବେଳେ କେଉଁଠାକୁ ଗୋରୁଚାଲାଣ ହେଉଥିଲା ସେ ଗୋମାଫିଆ ଙ୍କୁ ଗିରଫକରିବା ପାଇଁ ସ୍ଥାନୀୟ ଲୋକେ ନିବେଦନ କରିଥିବାର ସୂଚନାମିଳିଛି।