ବିଜେପି କର୍ମୀମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରର୍ମ
ବେଗୁନିଆ, ୧୮/୦୫ ( ମାନସ ରଞ୍ଜନ କର ) : ରାଧାକାନ୍ତପୁର ୧.୨.୩.ୱ୍ଵାର୍ଡ଼ର ସମସ୍ତ ବିଜେପି କର୍ମୀମାନେ ସୁଆଁଳ ଗ୍ରାମର ଲୋକେଶ୍ୱରଦେବଙ୍କ ପୀଠରେ ମନୋଜ କୁମାର ମଙ୍ଗରାଜଙ୍କ ସଭାପତିତ୍ଵ ରେ ଏକ ପ୍ରଶୀକ୍ଷୀଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ପୂର୍ବତନ ମଣ୍ଡଳ ସଭାପତି ଭଗବାନ ପଣ୍ଡା, ଡିଙ୍ଗର ବିଜେପି ସଭାପତି ସୁବାଶ ବେହେରା, ରାଉତପଡ଼ା ବିଜେପି ସଭାପତି ବସନ୍ତ କୁମାର ପରିଡା, ଗଡତରା ପ୍ରମୋଦ ଦାସ, କୁଞୁରୀ ପଞ୍ଚାୟତ ସୁଦର୍ଶନ ମଲ୍ଲିକ ପ୍ରମୂଖ ରପସ୍ଥିତ ରହି ତୃଣମୂଳ ସ୍ତରରେ ବିଜେପି କିପରି ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ଲୋକାଭୀମୂଖି କରି ଲୋକମାନଙ୍କ ମଧ୍ଯରେ ପହଞ୍ଚି ପାରିବ ସେଥିପାଇଁ ମତପ୍ରକାଶ କରିଥିଲେ