Hot Posts

6/recent/ticker-posts

ବିନା ଫଳରେ କାର୍ଯ୍ୟ। ନିମ୍ନ ମାନର କାମ ଯୋଗୁଁ ଗ୍ରାମ ବାସି ଙ୍କ ଅଭିଯୋଗ।

ମୟୂରଭଞ୍ଜ, ୩୦/୦୫ ( ନିରୋଜ କୁମାର ସେଠୀ ) : ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବଡସାହି ବ୍ଲକ ମାଣୀତ୍ରୀ ପଞ୍ଚାୟତ ମୂଷା ଗଡିଆ ଗ୍ରାମରେ ବିନା ଫଳରେ ଚାଲିଚି କାମ। ଏଠାକାର ଜେଈ ଠାରୁ ବିଡ଼ିଓ ପଯ୍ୟନ୍ତ ସମସ୍ତ ଅଧିକାରୀ ଲାଞ୍ଚ ନେଇ ବିନା ଫଳକରେ ତର ଭଳିଆ ଭାବେ କାମ କରି ବିଲ ଖଣ୍ଡୀକ ହାତେ ଇଲେ କାମ ଶେଷ ବୋଲି କଣ୍ଟାଟର ମାନେ ଭାବି ନେଇଛନ୍ତି।ଦେଖାଯାଉ ଏ ସମ୍ବାଦ ପରିବେଷଣ ପରେ କି ପ୍ରଭାଵ ପଡ଼ିବ ଆଗକୁ ଜଣା ପଡିବ।