Hot Posts

6/recent/ticker-posts

ବହୁଜନ ସମାଜ ପାର୍ଟ୍ଟି ରାୟଗଡ ଶାଖାପକ୍ଷରୁ ସ୍ଥାନୀୟ ହୋଟେଲ ତେଜସ୍ବୀ ସମ୍ମିଲନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ

ରାୟଗଡ଼ା, ୧୩/୦୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ରେ ବହୁଜନ ସମାଜ ପାର୍ଟି ତରଫ ରୁ ଏକ ସାମ୍ବାଦିକ ସମ୍ମିଳନୀ ସଭାପତି ପୂର୍ଣ୍ଣଚନ୍ଦ୍ର ଟାକିରିଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ସାମ୍ବାଦିକ ହେଇ ଯାଉଛି ଏହି ସମ୍ମିଳନୀରେ ରାଜ୍ଯ ସାଧାରଣ ସମ୍ପାଦକ ଗଙ୍ଗାଧର ପୁଆଲା, ରାଜ୍ଯ ସଂଯୋଜକ ଜିତୁ ଜାକାସିକା ପ୍ରମୁଖ ମଞ୍ଚାସୀନ ରହିଥିଲେ | ହୋଇଯାଇଛି | ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ବଜଳଧାରାର 7 ଗୋଟି ପ୍ରକଳ୍ପ ଆଜିଯାଏଁ କାର୍ଯ୍ଯକ୍ଷମ ହୋଇନାହିଁ ଆସନ୍ତା ଗ୍ରୀଷ୍ମ ପ୍ରବାହ ପୂର୍ବରୁ କାର୍ଯ୍ଯକ୍ଷମ କରିବାକୁ ଦଳପକ୍ଷରୁ ଦାବୀ କରାଯାଇଛି | ଜିଲ୍ଲାର ବିଧାୟକ ମାନେ ଏଥିପ୍ରତି ଧ୍ଯାନଦେବା ସହ ଗଣମାଧ୍ଯମ ଜରିଆରେ ଜିଲ୍ଲା ପ୍ରଶାସନଙ୍କୁ ସୂଚାଇଦେଇଛନ୍ତି | ବିକାଶ ନୂହେଁ, କାରଖାନା ଓ ଖଣିଖାଦାକଳନ ଉପରେ କଂଗ୍ରେସ ନେତାଙ୍କ ନଜର ରହିଛି। ସରକାର ଜନ ସାଧାରଣ ଙ୍କ ମୌଳିକ ସମସ୍ୟା ଉପରେ ବିଲକୁଲ ନଜର ଦେଇ ନାହିନ୍ତି ବୋଲି ପୂର୍ଣ୍ଣଚନ୍ଦ୍ର ଟକରି ଏହି ସାମ୍ବାଦିକ ସମିଲନୀ ରେ ପ୍ରକାଶ କରିଛନ୍ତି