Hot Posts

6/recent/ticker-posts

ବିଦ୍ୟୁତ ଆଘାତରେ ବଂଶୀଧର ମଳିକଙ୍କ ଅକାଳ ମୃତ୍ୟୁ, ସମବେଦନା ଜଣାଇଲେ ବିଜେପି ନେତା

ବରୀ, ୨୪/୦୨ ( ରଂଜିତ ମହାନ୍ତି ) : ବରୀ ପଂଚାୟତ ର ସ୍ବର୍ଗତ ବଂଶୀଧର ମଳିକ ଙ୍କ ଆକସ୍ମିକ ବିଦ୍ୟୁତ ଆଘାତ ରେ ମୃତ୍ୟୁ ଖବର ପାଇ ତାଙ୍କ ବାସଭବନ ରେ ପହଂଚି  ପରିବାର ବର୍ଗ ଙ୍କୁ ସାନ୍ତ୍ୱନା ସମବେଦନା ଜଣାଇବା ସହ ପ୍ରତି ମୁହୂର୍ତ୍ତ ରେ ପରିବାର ସହ ଅଛନ୍ତି ବୋଲି ଜଣାଇଲେ ଆମ ବରୀ ବିଜେପି ନେତା ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଜେନା ମହୋଦୟ ଏବଂ ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ଆଶୁତୋଷ ପରିଡା ମହୋଦୟ