Hot Posts

6/recent/ticker-posts

ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ

ବରୀ, ୨୧/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ରମ୍ପାମାଉଣ୍ଡ ସ୍ଥିତ ବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବରୀ ସରକାରୀ ନିମ୍ନ ମୌଳିକ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା, ପୁରସ୍କାର ବିତରଣ ଉତ୍ସବ ଓ ଅଷ୍ଟମ ଶ୍ରେଣୀ ଛକ୍ଷତ୍ର ଓ ଛାତ୍ରୀ ମାନଙ୍କୁ ବିଦ୍ୟାଳୟ କାଳୀନ ସମ୍ବର୍ଦ୍ଧନା ସଭା ଆଜି ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହେକ୍ଷଇଥିଲା । ପରିଚାଳନା କମିଟିର ସଭାପତି ସାରଦା ପ୍ରସାଦ ଦାସ ଙ୍କ ସଭାପତି ତ୍ଵ ରେ ସିଆରସିସି ଜିତେନ୍ଦ୍ର କୁମାର ସାହୁ, କଣ୍ଠଶିଳ୍ପୀ ସୋମନାଥ ଦ୍ବିବେଦୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନଟବର ବେହେରା, ଚିନ୍ତାମଣି ମହାନ୍ତି, ପର୍ଶୁରାମ ବେହେରା, ବିଦ୍ୟାଳୟ ର ପ୍ରଶାନ୍ତ କୁମାର ମଲ୍ଲିକ, ପ୍ରଧାନଶିକ୍ଷକ ସାନେକ୍ଷଜ କୁମାର ବିଶ୍ୱାଳ ଯୋଗଦାନ କରିଥିବା ବେଳେ ପ୍ରିୟଙ୍କା ମହାନ୍ତି ଅତିଥୁମାନଙ୍କର ପରିଚୟ ପ୍ରଦାନ କରିଥିଲେ ।ଏହି ଅବ ଅବସର ରେ ଛାତ୍ର ଓ ଛାତ୍ରୀ ମଧ୍ୟ ରେ ଅନୁଷ୍ଠିତ ମୀୟଜିକ ୟଜିକ ଚେୟାର, ସାକ ରେସ, ଝୋଟି, ଛୁଞ୍ଚିସୁତା, ଆଳୁ ଚକ୍ଷମଚ ପ୍ରତିଯୋଗିତା ରେ କୃତିଛ କୃତିଛାତ୍ରଓ ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ରିତା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ର ଅଧ୍ୟୟନ କରୁଥିବା ଅଷ୍ଟମ ଶ୍ରେଣୀ ର ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥୁଲା ଛାତ୍ରୀ ମାନଙ୍କ ପକ୍ଷରୁ ନାଚ, ଗୀତ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ କାର୍ଯ୍ୟକ୍ରମ | ଛାତ୍ର ଓ ଛାତ୍ରୀ ମା ଅନୁଷ୍ଠିତ ହେକ୍ଷଇଥ୍ ଇଥିବାବେଳେ । ଉକ୍ତ ଉତ୍ସବ କୁ ଉଭୟ ବିଦ୍ୟାଳୟ ର ରାଜଶ୍ରୀ ଜେନା, ଶିକ୍ଷୟତ୍ରୀ । ସୁନିତା ପଲାଇ ଓ କର୍ମକର୍ତ୍ତା ମାନେ ପରିଚାଳନା ରେ ସହୟେ କରିଥିଲେ ।