Hot Posts

6/recent/ticker-posts

୯ ଦିନ ବ୍ୟାପି ରାମଚରିତ ମାନସ ପରାୟଣ

ବରୀ, ୧୪/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ପଞ୍ଚାୟତର ପା ଦୋଦୁଅ ପାଳସାହି ସ୍ଥିତ ଚଣାଖାଇ କ ଙ୍କ ପୀଠ ହନୁମାନ ମନ୍ଦିର ପ୍ରଙ୍ଗଣରେ ରେ ନବନିଦ ବ୍ୟାପି ରାମଚିରିତ ମନସ ପାରାୟଣ ଅନୁଷ୍ଠିତ ହେକ୍ଷଇଅଛି ଏହି ଅବସର ରେ ପର୍ଶୁ ପର୍ଶୁରାମ ମହାରାଜ ଯୋଗଦେଇ ରାମଚରିପ ମଚରିତ ମାନସ ଉପରେ ସନ୍ଧ୍ୟା ରେ ପ୍ରବନ୍ଧ ପ୍ରବଚନ କାର୍ଯ୍ୟକ୍ରମ ଅନୁ ଷ୍ଠିତ ଲରଖୁଛନ୍ତି । ଏହି ରାମଚରିତ ମାନସ ଶୁଣି ବାକୁ ଆଖ ପାଖ ଅଞ୍ଚଳ ରୁ ବହୁ ବହୁ ଶ୍ରଦ୍ଧାଳୁ ଯୋଗଦେଇ ପାରା ୟଣ କୁ କୁ ଶ୍ରଣ କରୁଛନ୍ତି । ଏହି ରାମଚରିତ ମାନସ କାର୍ଯ୍ୟକ୍ରମ । କୁ ସୁଧୀର କୁମାର ଜେନା, ତପନ କୁମାର ଜେନା, ସୁନିଲ କୁମାର ଜେନା ପ୍ରମୁଖ ପରିଚାଳନା ପରି କରୁଛନ୍ତି ।