Hot Posts

6/recent/ticker-posts

ବରୀରେ ନୂତନ ଥାନାଧିକାରିଣୀ

ବରୀ, ୨୧/୦୨ ( ରଂଜିତ ମହାନ୍ତି ) : ବରୀ ଥାନା ରେ ନୂତନ ଥାନା ଅଧିକାରିଣୀ ଭାବେ ଚିନ୍ମୟୀ ସାହୁ ଯୋଗଦାନ କରି ଥାନାରେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଦାୟିତ୍ୱ ଗ୍ରହଣ କରିବା ପରେ ବରୀ ଥାନା ପକ୍ଷରୁ ସ୍ବାଗତ କରାଯିବା ସହ ବରୀ ଅଞ୍ଚଳର ବିଭିନ୍ନ ରାଜନୈତିକ ଓ ସାମାଜିକ ଅନୁଷ୍ଠାନର ବ୍ୟକ୍ତି ମାନେ ଥାନାରେ ପହଁଚି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି l ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ସହ ସେବକ ଭାବେ କାର୍ଯ୍ୟତୁଲାଇବକୁ ସଂକଳ୍ପବଦ୍ଧ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।