ବିଭିନ୍ନ ବିଦ୍ୟାଳୟରେ ବାକ ଦେବୀ ସରସ୍ଵତୀଙ୍କ ପୂଜା।
ଜୟପୁର, ୨୩/୦୧ ( ଏ. ଭେଙ୍କଟ ରାଓ ) : ସହରରେ ରୋହିଥିବା ବିଭିନ୍ନ ବିଦ୍ୟାଳୟରେ ବାକ ଦେବୀ ସରସ୍ଵତୀଙ୍କ ପୂଜା ଅର୍ଚିନା ଧୁମଧାମରେ ପାଳନ କରାଯାଇଛି। ଶାରଦା ବିହାର ବିଦ୍ୟା ମନ୍ଦିର ଅରବିନ୍ଦ ନଗର ବିଦ୍ୟା ମନ୍ଦିର ଶ୍ରୀ ବିକ୍ରମଦେବ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ, ବିକ୍ରମଦେବ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟରେ ବାକ ଦେବୀ ସରସ୍ଵତୀଙ୍କ ପୂଜା କରାଯାଇଛି।