ସୁସ୍ଥ ନିରାମୟ ଜୀବନ ପ୍ରାର୍ଥନା ଉତ୍ସବ
ବରୀ, ୨୨/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ୍ ଅନ୍ତର୍ଗତ ଗମୁ ଉଚ୍ଚ ବିଦ୍ୟାଳୟରେ ପୁରାତନ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ସୁସ୍ଥ ନିରାମୟ ଜୀବନ ପ୍ରାର୍ଥନା ଉତ୍ସବ ନାମରେ ଏକ ପୂଜ୍ୟପୂଜା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ କୁମରବର ଦାସ ଯୋଗଦେଇ ଗୁରୁ ବା ଶିକ୍ଷକ ନିଜ ପିତାମାତାଠାରୁ ଅଧିକ ବୋଲି ବିଭିନ୍ନ ଉଦାହରଣ ଦେଇଥିଲେ। ଗମୁ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ହେମନ୍ତ ମହାପାତ୍ର, ମଧ୍ୟ ଇଂରାଜୀ ବିଦ୍ୟାଳୟ ୟ ପୂର୍ବତନ ତନ ପ୍ରଧାନଶିକ୍ଷକ କାଙ୍ଗାଳି ଚରଣ ଜେନା, ପ୍ରାଥମିକ ବିଦ୍ୟାଳୟ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ସୀତାମଣୀ ଦେଈଙ୍କ ଉଦ୍ଦେଶ୍ୟରେ ଆୟୋଜିତ ।ଜିତ ଏହି କାର୍ଯ୍ୟ ର୍ଯ୍ୟକ୍ରମରେ ପୁରାତନ ଛାତ୍ର ଛାତ୍ର ସଂସଦ ସଭାପତି ପ୍ରତାପ ଦାସ ଅଧ୍ଯକ୍ଷତା କରିଥିଲେ। ପୁରାତନ ଛାତ୍ର କେଦାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଭାଗ୍ୟଧର ସାହୁ, ଶିକ୍ଷକନେତା ନିର୍ମଳ ଜେନା, ସାମାଜିକ କର୍ମୀ ସଞ୍ଜିବ ଜେନା, କାଶୀନା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ଯକ୍ଷ ପ୍ରମୋଦ ଶତପଥୀ ଥୀ, କାଦମ୍ବି ଦମ୍ବିନୀପାଳ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ରଶ୍ମି ବେଉରିଆ, ପୋଲିସ ଅଧ୍କାରୀ ଲମ୍ବୋଦର ଜେନା, ସେଣ୍ଟ୍ ଜୋସେଫ ବିଦ୍ୟାଳୟ ପ୍ରତିଷ୍ଠାତା ଅଭିମନ୍ୟୁ ମଲିକ, ଶିକ୍ଷକ ସତ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଅତିଥିଭାବେ ଯୋଗଦେଇ ଉପସ୍ଥିତ ପ୍ରାକ୍ତନ ପ୍ରଧାନଶିକ୍ଷକ ହେମନ୍ତ ମହାପାତ୍ର ଓ ସୀତାମଣି ଦେଈଙ୍କ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ। ଏହି ଅବସରରେ । କୃ କୃଷକନେତା ନିମାଇଁ ରାୟ, ସାମାଜି ଜିକ କର୍ମୀ ନକୁଳ ଦାସ, କାହ୍ନୁଚରଣ ବେହୁରା, ହୁରା, ୟର ଅମରେନ୍ଦ୍ର ରାଉତ, ପ୍ରଭାକର ଜେନା, ପ୍ରଧାନଶିକ୍ଷ ଶିକ୍ଷକ ଶିକ୍ଷକନେତା ସାଧନକେ କେନ୍ଦ୍ର ସଂଯୋଜକ ନର୍ମଦା ପ୍ରଧାନ, ଶିକ୍ଷକ ଅଜୟ ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପତି ସୁବାସ ଚନ୍ଦ୍ର ଜେନା ପ୍ରମୁଖଙ୍କୁ ସମ୍ବନ୍ଧିତ ଙ୍କ ସଭ ସଭାପତି ଶିକ୍ଷକ ହେମନ୍ତ କୁମାର କରାଯାଇଥିଲା। ପୂଜ୍ୟପୂଜା ବିଭାଗ ବିଶ୍ଵାଳ ଧନ୍ୟବାଦ ଦେଇଥିଲେ।