Hot Posts

6/recent/ticker-posts

ରାୟଗଡ଼ାରେ ଚିତାବାଘ ଚମଡ଼ା ସହ ୪ ଗିରଫ

ରାୟଗଡ଼ା, ୦୧ / ୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ରେ ଦୁଇଟି ଚିତା (କଲା ରାପତୁରିୟା) ବାଘ ଚମଡ଼ା ସହ ୪ ଜଣ ଙ୍କୁ ଗିରଫ କଲା ରାୟଗଡ଼ା ବନ ବିଦ୍ଭାଗ ରାୟଗଡ଼ା ର କୋଲନରା ନିକଟରେ ମୁମ୍ବାଇ , ରାଜସ୍ବ ଗୁଇନ୍ଦା ଓ ରାୟଗଡ଼ା ବନବିଭାଗ ମିଳିତ ଦ୍ଭାବେ ଚ଼ଡ଼ାଉ କରି ୪ ଜଣ ଚିତାବାଘ ଚ଼ମଡ଼ା ବେପାରି କୁ ଗିରିଫ କରି ଜେଲ ହାଜତ ପଠାଗଲା । ରାୟଗଡ଼ା ବନଖଣ୍ଡ ଅଧିକାରୀ ଶ୍ରୀ କାମେଶ୍ୱର ଆଚାରୀ ପ୍ରକାଶ କରିଛନ୍ତି,'ଯେ ଅଭିଯୁକ୍ତ ମାନେ ହେଲେ ମହାରାଷ୍ଟ୍ର ର ନାଗପୁର ଅଞ୍ଚଳର ୨ ଜଣ ପ୍ରଭାକର ନାୟକ.,ରାଜକୁମାର ଗୁପ୍ତା ଆଉ ଦୁଇଜଣ ସ୍ଥାନିୟ ଗୁଣୁପୁର ଅଞ୍ଚଳର ମାଛଖୁଣ୍ଟି ଗ୍ରାମର ମହେଶ ହୁଇକା ଓ ପୁଟା ସିଂ ଗ୍ରାମର ଜିଷୟା ଗମାଙ୍ଗ କୁ wield Life କେସ ଦଫା OR No-93.2025 - 26 ରେ ମାମଲା ରୁଜୁକରି ଗିରଫ କରାଯାଇଛି। ରାୟଗଡ଼ା DFO ଶ୍ରୀ ସଚିନ ଆନ୍ନାସାହେବ ଓହେଲ୍‌ ଙ୍କ ନିର୍ଦ୍ଦେଶରେ ବନବିଦ୍ଭାଗ ଅଧିତ ତଦନ୍ତ ଜାରି ରଖିଛି।