Hot Posts

6/recent/ticker-posts

ତିନି ଭଉଣୀ ଙ୍କୁ ମିଳିଲା ସିଲବର ମେଡାଲ

ସମ୍ବଲପୁର, ୨୮ / ୦୮ ( ଭାଗିରଥି ଭୋଇ ) : ସମ୍ବଲପୁର ଜିଲ୍ଲା ସମ୍ବଲପୁର ର କ୍ଷେତ୍ରରାଜପୁର ର ଜାନବି ପାଶୱାନ ନବମ ଶ୍ରେଣୀଛାତ୍ରୀ ଓ ବର୍ଷା ପାଶୱାନ ପଞ୍ଚମ ଶ୍ରେଣୀ ଛାତ୍ରୀ ଓ ନିଶା ପାଶୱାନ ଚତୁର୍ଥ ଶ୍ରେଣୀ ଛାତ୍ରୀ ଏହି ତିନି ଭଉଣୀ ଭୁବନେଶ୍ୱର ରେ ସିଲବର ମେଡାଲ ପାଇ ସୁନାମ ଧନ୍ୟ ଅର୍ଜନ କରିଛନ୍ତି l ଏହି ତିନି ଝିଅ ଙ୍କ ବାପା ହେଉଛନ୍ତି ଉମେଶ ପାଶୱାନ ଜଣେ ବରଗଡ଼ ଜିଲ୍ଲା ବିଜେପୁର ଠାରେ ନନ୍ଦ କଣ୍ଟସନରେ କାମ କରନ୍ତି ତେଣୁ ନିଜ କୁ ବାପା ଉମେଶ ପାଶୱାନ ଗର୍ବିତ ମନେ କରୁଛନ୍ତି l ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ