ଶିକ୍ଷକଙ୍କୁ ମାଡ଼ ମାରି ଟଙ୍କା ଓ ମୋବାଇଲ ଲୁଟ୍, ୨ ଜଣଙ୍କୁ ଗିରଫ
ସିନାପାଲି, ୦୪/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ ଜଣେ ଶିକ୍ଷକଙ୍କୁ ମାଡ଼ ମାରି ଟଙ୍କା ଓ ମୋବାଇଲ ଲୁଟ୍ ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭରୁଆମୁଣ୍ଡା ଗ୍ରାମର ତିରଣ ପଟେଲ ଭାବେ ପୁଅ ନିମେଶ ପଟେଲ (୨୧) ଏବଂସିନାପାଲି ବାହାଲପଡ଼ାର କପୁରଚନ ବନ୍ଧିଛୋରଙ୍କ ପୁଅ ଝସକେତନ ବନ୍ଧିଛୋର (୨୧)। ଉଭୟ ସିନାପାଲି ଥାନା ଅଧୀନର ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ବିଦିତ ନାରାୟଣ ସିପକା (୪୩) ସିନାପାଲି ବ୍ଲକ ଅଧୀନ ବଡ଼ଦର୍ଲିପଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭକାର୍ଯ୍ୟରତା ସେ ସିନାପାଲି ହାଇସ୍କୁଲପଡ଼ାରେ ର ଘର ଭଡ଼ା ନେଇ ରହୁଥ୍ ଲୋଗତ ଅଗଷ୍ଟ ୧୮ ତାରିଖ ରାତି ପ୍ରାୟ ୮ଟା ୫୦ ମିନିଟ୍ ସମୟରେ ଶିକ୍ଷ ଶିକ୍ଷକ ଜଣକ ନେହେରୁ ମୁଣ୍ଡାପ ଛକରୁ ନିଜ ଭଡ଼ା ଘରକୁ ଚାଲି ଚାଲି ଯାଉଥିଲେ । ବାହାଲ ବାହାଲପଡ଼ା ବସ୍ଷ୍ଟପ୍ ନିକଟରେ ପହଞ୍ଚିବା ବେଳେ ଏକ ମୋଟରସାଇକେଲରେ ୩ ଜଣ ଅଜଣା ବ୍ୟ ବ୍ୟକ୍ତି ଆସି ତାଙ୍କୁ ଙ୍କୁ ଅଟକାଇଥିଲେ ପରେ ତାଙ୍କୁ ମାଡ଼ ମାରିବା ସହ ବଳପୂର୍ବକ ତାଙ୍କ ନିକଟରୁ ନଗଦ ୧୨ ହଜାର ଟଙ୍କା ଏବଂ ମୋବାଇଲ ଫୋନ୍ ନେଇଯାଇଥିବା ଅଭିଯୋ ହୋଇଥିଲା ।ଏନେଇ ଅଭିଯୋଗକାରୀ ବିଦିତ ନାରାୟଣ ସିପକା ଅଟ ଅଗଷ୍ଟ 90 ତାରିଖ ସନ୍ଧ୍ୟାରେ ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ 2 ଏହାକୁ ଆଧା ର କରି ସିନାପାଲି ଥାନାରେ କେସ୍ ନମ୍ବର ୨୫୨/୨୦୨୬, ତାରିଖ ୨୦/୦୮/୨୦୨୬ରେ ମାମଲା ରୁଜୁ ହୋଇଥିଲା ।ପୁଲିସ ତଦନ୍ତ ପରେ ନିମେଶ ପଟେ ଟେଲ ଓ ଝସକେତନ ବନ୍ଧିଛେ ଛୋରଙ୍କୁ ଗିରଫ କରିଛି। ଗିରଫ ଦୁଇ ଦୁଇ ଅଭିଯୁକ୍ତଙ୍କୁ ହାଜତରୁ ମାନ୍ୟବର ଅଦାଲତକୁ ତକୁ ପଠାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।