Hot Posts

6/recent/ticker-posts

ନନ୍ଦଲାଲ ଜୀଉ ମଠ ରେ ଅଷ୍ଟ ପ୍ରହର ନାମ ସଂକୀର୍ତନ

ବରୀ, ୧୯/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ର ଭଅଁରା ଗ୍ରାମର ସର୍ବପୁରାତନ ଶ୍ରୀ ଶ୍ରୀ ନନ୍ଦ ଲାଲ ଜୀଉ ମଠରେ ଷୋଡଶଉପଚାର ପୂଜା ଅନୁଷ୍ଠିତ ହେଇଥ‌ିବା ବେଳେ କ୍ଷ ଆଜିନାମ = ସଂକୀର୍ତନ ଅନୁଷ୍ଠିତ ହେ ହେକ୍ଷଇଅଛି 1 ସନ୍ଧ୍ୟା ରେ ଆଖପାଖ ର ବିଭିନ୍ନ = କୀର୍ତନ ଦଳ ସାମିଲ ହେଇଥି ହଇଥିଲେ କ୍ଷ = ଶ୍ରଦ୍ଧାଳୁ ମାନେ ଯୋଗଦାନ ବିଭୂ କୃପା ଲାଭ କରିଥିଲେ । ମଠ ର ମହାରଜ ରାମେଶ୍ବର ଦାଶ ଙ୍କ ତତ୍‌ତ୍ଵବଧାନରେ ଗ୍ରାମବାସୀ ଙ୍କ ମିଳିତ ସହ‌ଯୋଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବାବେଳେ ଚୁରୁବାର ଦିନ ନଗର ପରିକ୍ରମା ଅନୁଷ୍ଠିତ ହେବ ।