Hot Posts

6/recent/ticker-posts

ବାଲିଆ ଜୁନିୟର କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ

ବରୀ, ୦୨/୧୨ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲା ଚରୀ ବ୍ଲକ୍ ଅନ୍ତର୍ଗତ ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ଚା ଯୋଜନା ଆନୁକୂଲ୍ୟରେ ବିଶ୍ଵ ଦିବସ ପାଳିତ ହୋଇଯାଇଛି। ଶ୍ରୀଯୁକ୍ତ ନିରୋଦ କୁମାଇ ଜେନା ଆନୁଷ୍ଠା ନୁଷ୍ଠାନିକ ଭାବରେ ଏବଂ ଉପରେ ନିଜର ପାରମିତ ଅଭିଭାଷଣ ଇଳ୍ପ ରଖୁଥିଲେ । ଏଥିରେ ଅନୁଷ୍ଠାନର ଶତଧ୍ଵଜ ଛାଞ୍ଚାଳୀ ତଥାଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀଗଣ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ପ୍ରଚକ୍ତା ଭାବରେ ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ବିକାଶ ଚନ୍ଦ୍ର ସାହୁ ଯୋଗଦେଇ ଏଡ଼ସ୍ ର କାରଣ, ନିରାକରଣ ଓ ଏହାର ଭୟାବନ୍ଦ ପରିଣାମ ଉପରେ ପିଲାମାନଙ୍କୁ ଜରାଇଥିଲେ । ଅଧ୍ୟାପକ ଶୁଭ୍ରାଂଶୁ ସଚେତନ ଶେଖର ଷଡ଼ଙ୍ଗୀ, ଅଧ୍ୟାପିକା ସରୋଜିନି ପୃଷ୍ଟି, ଅଧ୍ୟାପିକା ଶୁଦ୍ଧି ପ୍ରଦୀପ କୁମାଇ ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା କଇଁଥିଲେ । ପଟ୍ଟନାୟକ, ଅଧାପିକା ଇତିଶ୍ରୀ ଦାସ ଓ କର୍ମଚାରୀ ସୁକାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତାଜରିଥିଲେ । ଜାତୀୟ ସେଚା ଯୋଜନାର ଅଧୁକାରୀ ଅଧ୍ୟାପକ ପରିଶେଷରେ ସମାଜ ବିଜ୍ଞାନର ଅଧ୍ୟାପିକା ମନ୍ଦାକିନି ସାମନ୍ତରାଏ ଧନ୍ୟବାଦ ଅର୍ପଣ କରିଥିଲେ ।