Hot Posts

6/recent/ticker-posts

ବାଲିଆ କଲେଜରେ ସଡ଼କ ସୁରକ୍ଷା ସଚେତନତା

ବରୀ, ୨୭/୧୧ ( ରଂଜିତ ମହାନ୍ତି ) : ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସମ୍ବିଧାନ ଦିବସ ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ସଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିରୋଦ କୁମାର ଜେନା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ | ଶତାଧ୍ଵ ଛାତ୍ରଛାତ୍ରୀ। ଅନୁଷ୍ଠାନ ପରିସରରୁ ପଦଯାତ୍ରାରେ ବାହାରି ଜାଗୁଳାଇ ମା' ପର୍ଯ୍ୟନ୍ତ ଯାଇ ସଡ଼କ ସୁରକ୍ଷା ଉପରେ ଲୋକମାନଙ୍କୁ ସଚେତନ କରାଇଥଞ୍ଚେ ଏବଂ ସମ୍ବିଧାନ ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ମଧ୍ଯ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାବରେ ଗୋପବନ୍ଧୁ ଚୌଧୁରା ମହାବିଦ୍ୟାଳୟ ଜୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପ ପ ର ଜାତୀୟ ସେବା ଛାତ୍ରଛାତ୍ରୀ ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସୁଦୀପ୍ତ କୁମାର ବିଶ୍ୱାଳ ଯୋଗଦାନ ନିଜର ସୁଚିନ୍ତିତ ବକ୍ତବ୍ୟ ଦେବାସହିତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରସ୍ତାବନାର ସାମୂହିକ ଶପଥ ପାଠ କରାଇଥିଲେ। ମୁଖ୍ୟ ଅତିଥ୍ ର ଭାବରେ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟତ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଦାସ ଯୋଗ ଦେଇଥିଲେ । ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଗୁଣନିଧି ଜେନା ଓ ଇତିହାସ ବିଭାଗର ଅଧ୍ୟାପିକା ଇତିଶ୍ରୀ ଦାସ ସମ୍ବିଧାନ ଉପରେ ନିଜର ବକ୍ତବ୍ୟ ରଖିଥ‌ିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଅଭିନ୍ନ ଗନ୍ଦ୍ର ମହାନ୍ତି, ଅଧ୍ୟାପକ ନିମାଇଁ ଚରଣ ଲେଙ୍କା ଅଧ୍ୟାପଳ ବିକାଶ ଚନ୍ଦ୍ର ସାହୁ ଅଧ୍ୟାପକ ଶୁଭ୍ରାଂଶୁ ଶେଖର ଷଡ଼ଙ୍ଗୀ, ଅଧ୍ୟାପକ ପବିତ୍ର କୁମାର ସାମନ୍ତରାଏ, ଅଧ୍ୟାପକ ବକ୍ରମସି ନାଯକ ଓ ଅଧ୍ୟାପିକା ସରୋଜିନା ପୃଷ୍ଟି, ଅଧ୍ୟାପିକା କୃତି ପଟ୍ଟନାଏକ ଅଧ୍ୟାପିକା ଭକ୍ତିଲତା ସୁତାର, ମୁଖ୍ୟ କିରାଣୀ ସରୋଜ କାନ୍ତ ଜେନା, ଏବଂ ଅନୁଷ୍ଠାଳର କର୍ମଚାରାଗଣ ବିରୋଳର ସାହୁ ସୁଜାନ୍ତ ଜେନା, ସୁରେଶ ଚନ୍ଦ୍ର ରଥ, ଚିତରଞ୍ଜନ ସାମଲ ଅନିମା ବଢାଇ, ପ୍ରଫୁଲ ମହିଳ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଜାତୀୟ ସେବା ଯୋଜନାର ଅକାରୀ ଅଧାପଳ ପ୍ରଦୀପ କୁମାର ମୁଦ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।