କୋରାପୁଟ ଜିଲାପାଳଙ୍କ କାର୍ଯାଳୟ ଠାରେ ସମ୍ବିଧାନ ଦିବସ ପାଳନ
କୋରାପୁଟ, ୨୬/୧୧ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲାପାଳଙ୍କ କାର୍ଯାଳୟ ଠାରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି... ଅତିରିକ୍ତ ଜିଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଧନ ଦଳେଇ ଉପସ୍ଥିତ ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ଭିଧାନ ଦିବସର ଶପଥ ପାଠ କରାଇଥିଲେ.. ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ତପନ କୁମାର ନାୟକ, ଜିଲା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା, ସମସ୍ତ ସହକାରୀ ଜିଲାପାଳ, ବିଭାଗୀୟ ଅଧିକାରୀ ଓ ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ.
କୋରାପୁଟରୁ ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ ନିୟୁଜ