Hot Posts

6/recent/ticker-posts

ବିଶିଷ୍ଟ ସାହିତ୍ୟିକ ଯାଜିପୁର ଜ୍ୟୋତି ର ସଂପାଦକଙ୍କ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତି ଚାରଣ ।

ଯାଜପୁର, ୦୩/୧୨ ( ରଂଜିତ ମହାନ୍ତି ) : ବିଶିଷ୍ଟ ସାହିତ୍ୟିକ ଯାଜିପୁର ଜ୍ୟୋତି ର ସୁଯୋଗ୍ୟ ସଂପାଦକ ମଧୁସୂଦନ ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି। ଯାଜପୁର ସଦର ବ୍ଲକ୍ ଅନ୍ତର୍ଗତ ରୁଦ୍ରପୁର ଗ୍ରାମରେ ସ୍ବର୍ଗତ ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତି ଚାରଣ ସଭା ବିଶିଷ୍ଟ ଶିକ୍ଷାବିତ୍ ବେଣୁଧର ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ତଥା ସାହିତ୍ୟିକ କୁଞ୍ଜ ବିହାରୀ ଦାଶ ଯୋଗ ଦେଇ ଥିଲେ।