Hot Posts

6/recent/ticker-posts

ଦାମନଯୋଡ଼ିରେ ହାଡ଼ ଥରା ଶୀତ ।

କୋରାପୁଟ, ୨୯/୧୧ (ରଜତ ବାଘ ) : ଦାମନଯୋଡ଼ିରେ ହାଡ଼ ଥରା ଶୀତ । ଆଜି ଏଠାରେ ଭୟଙ୍କର କାକର ତୁହା କୁ ତୁହା ପଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଥଣ୍ଡା ପବନ ବହୁ ଥିବାରୁ ଲୋକେ ଗାଈ ଗରୂ ମଧ୍ୟ ତ୍ରାହି ପାଇ ନାହାନ୍ତି , ଶୀତ ର ପ୍ରକପା ଏତେ ଯେ ପଶୁ ମାନେ ଏଥିରୁ ତ୍ରାହି ପାଇନାହାନ୍ତି । ଅସମ୍ବଳ କାକର ହେଉଥିବାରୁ ଗାଈ ବାଛୁରୀ ମଧ୍ୟ ନିଆଁ ପାଉଁ ଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସକାଳ 5 ଟା ବେଳକୁ 5 ଡିଗ୍ରୀ ସେଲସିୟସ ଥିବା କଥା ଲୋକେ ପ୍ରକାଶ କରିଛନ୍ତି । ଏଠାରେ ଏସିଆ ମହାଦେଶର ସର୍ବବୃହତ କଳକାରଖାନା ଅଛି ଏଣୁ ଅଞ୍ଚଳର, ଏଵଂ ବିଭିନ୍ନ ରାଜ୍ୟରୁ କୁଲି ମଞ୍ଜୁରୀ କାମ କରିବାକୁ ଆସିଛନ୍ତି ,ସେମାନଙ୍କ ମଧ୍ୟରୁ ଅନେକଙ୍କ ରହିବାକୁ ଭଳ ଘର ଟିଏ ନାହିଁ , ବସା ଘର ନଥିବାରୁ ଲୋକେ ଘର ଦାଣ୍ଡ ପିଣ୍ଡାରେ ରାତ୍ରି ଯାପନ କରନ୍ତି ବଲି କିଛି ବ୍ୟକ୍ତି ବିଶେଷ ପ୍ରକାଶ କରିଛନ୍ତି ,ଏଣୁ ଅଭାବ ଅନାଟନ ରେ ଥିବା ବ୍ୟକ୍ତି ମାନଙ୍କୁ କମ୍ବଳ କିମ୍ଵା ଗରମ ପସାକ ବାଣ୍ଟିବାକୁ ସାଧାରଣ ଲୋକ ଅନୁରଧ କରୁଛନ୍ତି।



 କୋରାପୁଟ ଜିଲ୍ଲାରୁ ରଜତ ବାଘଙ୍କ ରିପୋର୍ଟ୍ ନବଦୂତ ନ୍ୟୁଜ ଓଡିଶା।