Hot Posts

6/recent/ticker-posts

ଆମ୍ବେଦକର ଯୋଦ୍ଧା ସଙ୍ଗଠନ ତରଫ ରୁ ସମ୍ବିଧାନ ଦିବସ ପାଳନ

ବରଗଡ଼, ୨୮/୧୧ ( ଗୌରିଶଙ୍କର ପଞ୍ଚଭାୟା ) : ୨୬ ନଭେମ୍ବର ୨୦୨୫ ତାରିଖ ରେ ଆମ୍ବେଦକର ଯୋଦ୍ଧା ସଙ୍ଗଠନ ର ପ୍ରମୁଖ ମହେଶ ବାଘ୍ ଙ୍କ ନେତ୍ରୁ ତ୍ଵ ରେ ସ୍ଥାନ ଦୁଙ୍ଗରିପାଲି( ପାଇକମାଳ) ରେ ସମ୍ବିଧାନ ଦିବସ ପାଳନ କରାଯାଇ ଥିଲା ଏବଂ ବାବା ସାହେବ୍ ଙ୍କ ପ୍ରତିମୂର୍ତ୍ତି ରେ ଦୀପ ପ୍ରଜ୍ବଳନ କରି ପୁଷ୍ପ ମାଳ ଅର୍ପଣ କରି ସଭା ପରିଚାଳିତ ହେଲା ଶ୍ରୀ ଅଶ୍ୱନି ତାଣ୍ଡି ପ୍ରୀୟମ୍ବଲ୍ ପାଠ କରି ଥିଲେ ଏବଂ ଝାରବନ୍ଧ ବ୍ଲକ ସଭାପତି ସଭା କୁ ସଞ୍ଚାଳନ କରିଥିଲେ ଏବଂ ମଞ୍ଚ ରେ ପବିତ୍ର ସୁନା ସଭାପତି ପାଇକମାଳ ବ୍ଲକ ସମାଜସେବୀ ଗୁର୍ଲା ଦାଦା ପରମେଶ୍ବର ପିତାମ୍ବର ବିଜୟ ଲୁହର ଲଲିତ ମହାନନ୍ଦ ଇନ୍ଦ୍ର ତାଣ୍ଡି ଦାମୋଦର ଜଗତ ଏବଂ ସଙ୍ଗଠନ ର କାର୍ଯ କର୍ତ୍ତା ମାନେ ଏବଂ ଶତାଧିକ ଯୁବକ ଯୁବତୀ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ କୁନି କୁନି ଛୁଆ ମାନେ ଭାଷଣ ଗୀତ ନୃତ୍ୟ ରେ ସଭା କୁ ସୁ ସ ଜିତ କରି ଥିଲା ଗୂର୍ଲା ଭାଇ ଏବଂ ଅସ୍ୱନି ତାଣ୍ଡି ସମ୍ବିଧାନ ବିଷୟରେ ବକୃତା ରଖି ଥିଲେ ଶେଷରେ ସଙ୍ଗଠନ ପ୍ରମୁଖ ମହେଶ ବାଗ ସମ୍ବିଧାନ ଏବଂ ସଂଗଠିତ ବିଷୟ ରେ ଭାଷଣ ଦେଇ ଏକ ନୂଆ ଜାଗରଣ ସୃଷ୍ଟି କରି ଥିଲେ ଶେଷରେ ସମସ୍ତେ ଭୋଜନ କରି ନିଜ ନିଜ ଗୃହ କୁ ଯାଇ ଥିଲେ