ହାସୀନା ନାୟକ ଜାତୀୟ ପାୱାର ଲିଫ୍ଟଙ୍ଗି ରେ 2026
ରାୟଗଡ଼ା, ୦୯/୦୬ ( ଭି. ଗୌରି ଶଙ୍କର ରାଓ ) : ଗତ ତା- ୪/୬/୨୬ ରୁ ୮/୬/୨୬ ପର୍ଯ୍ୟନ୍ତ (ମୂତୁରା ଉତ୍ତରପ୍ରଦେଶ) ଠାରେ ଆୟୋଜିତ ହୋଇଥିବା ଜାତୀୟ ପାୱାର ଲିଫ୍ଟଙ୍ଗି ପ୍ରତିଯୋଗିତାରେ ୪୪ କିଲୋ ବର୍ଗରେ ଖେଳି ୬୫ +୨୭+୮୦ ମୋଟ ୧୭୨ କିଲୋ ଓଜନ ଉଠାଇ sub-junior ନିଜ ବର୍ଗରେ ଦୁଇଟି ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଓ ଜାତୀୟ ପାୱାର ଲିଫ୍ଟଙ୍ଗି champion ହୋଇଛନ୍ତି। ହାସିନା ଆମ୍ବାଗୁଡା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଅଭ୍ୟାସ କରନ୍ତି coach- Dora Kondagori ଓ Pinki huika । ଏହି ଖବର ପାଇ ତାଙ୍କ ପରିବାରେ ବହୁତ ଖୁସି ଅଛନ୍ତି ।