Hot Posts

6/recent/ticker-posts

ସ୍ୱଚ୍ଛତା କୁ ଗୁରୁତ୍ୱ ଦିଅନ୍ତି ଗୁଣ୍ଠିଆ

ବରୀ, ୨୭/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ମଧୁସୁଦନ ପଞ୍ଚାୟତର ଗୁଣ୍ଠିରାମ ପୃଷ୍ଟି ସ୍ୱଚ୍ଛତା କୁ ସବୁବେଳେ ଗୁରୁତ୍ୱ ଦିଅନ୍ତି l ସେ ଏପରି ଜଣେ ଲୋକ ସକାଳୁ ଅପରାହ୍ନ ଯାଏ ମଧୂସୁଦନ ପଞ୍ଚାୟତର ଗମନା ଗମନ ର ମୁଖ୍ୟ ଛକ କୁ ଅଳିଆ ଆବର୍ଜନା କୁ ଝାଡୁ ଧରି ସଫେଇ କରିବା ନୀତିଦିନିଆ କାର୍ଯ୍ୟ l ଏଥିଲାଗି ଛକ ରେ ଥିବା ବିଭିନ୍ନ ଦୋକାନ ବଜାର ବ୍ୟବସାୟୀ ମାନେ ଗୁଣ୍ଠିଆ ର ଏପରି କାର୍ଯ୍ୟକୁ ଭଲ ପାଆନ୍ତି l ଯାହା ଫଳରେ ରେ ଗୁଣ୍ଠିପ୍ରତିଦିନ ସବୁ କାମ ସାରି ଏହି କାର୍ଯ୍ୟକୁ ନିଶାଭାବି ଶୀତ, କାକର ନମାନି ସଫେଇ କରିବାକୁ ଆଗେଇ ଆସିଥାନ୍ତି l ତାହା ସହିତ ଖରେସ୍ରୋତା ନଦୀ ଉପରେ ନିର୍ମାଣ ହେଇଥିବା ବଗମରା ସେତୁ କୁ ସଫାମଧ୍ୟ୍ୟ ମଝିରେ ମଝିରେ କରିଥାନ୍ତି l ତାଙ୍କର ଏପରି ମହତ କାର୍ଯ୍ୟ କୁ ସ୍ଥାନୀୟ ଲୋକମାନେ ପ୍ରଂଶସା କରିଥାନ୍ତି.