ରାୟଗଡ଼ା, ୩୦ / ୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ୱ।କ କ୍ଲବ ଏବଂ କଳିଙ୍ଗ, ବୌଶ୍ଯ ସଙ୍ଗମ ମିଳିତ ଭାବରେ ବିଶ୍ୱହୃଦୟ ଦିବସ ପୂର୍ବ ସଂଦ୍ଧ୍ୟରେ ମାରାଥନ ପଦଯାତ୍ରା ଆୟଯୋନ କରିଥିଲେ ।ଇଣ୍ଡସ ହସ୍କ୍ୱିଟାଲ ଗୃପଦ୍ଵାରା ଆୟଜନ କରିଥିଲେ। ଏହି ଆୟଜନରେ ହେଲ୍ଲଥ ୱ।ର୍କରେ CRPF ଯବାନ ମାନେ ମଧ୍ୟ ସାମିଲ ହୋଇଥିଲେ ।ଏହିଦିବସରେ ଇଣ୍ଡସ୍‌ ହସ୍କ୍ୱିଟାଲ ଦ୍ଵାରା ମାଗଣା ସ୍ୱାସ୍ଥ୍ୟସେବା ଆୟଜନ କରାଯାଇଥିଲା ଯଥା,ସ୍ୱାସ୍ଥ୍ୟ ପରିକ୍ଷା,ରକ୍ତଚାପ,ରକ୍ତପରିକ୍ଷା, ମାଗଣା ଔଷଧ ବିତରଣ ଇତ୍ୟାଦି ପରିସେଷରେ, ଅସଂଗ୍ରହଣ କରିଥିବା ସମସ୍ତଙ୍କୁ ସଂପାଦକ ଧନ୍ୟବାଦ ଗ୍ଯାପନ କରିଥିଲେ।