ରାୟଗଡ଼ାରେ A.S. ଏଜେଣ୍ଟ ଆସୋସିଏସନ୍ ତରଫରୁ K.L. ନାଇଡୁଙ୍କ ଶୋକ ସଭା ପାଳନ
ରାୟଗଡ଼ା, ୩୦ / ୦୯ ( ଭି. ଗୌରି ଶଙ୍କର ରାଓ ) : ଶାଖା ଗୁଣୁପୁର A S ଏଜେଣ୍ଟ ଆସୋସିଏସନ୍ ତରଫରୁ ସ୍ବର୍ଗତ ଶ୍ରୀ K.L ନାଇଡୁ ଙ୍କ ଶୋକ ସଭା ପାଳନ କରାଯାଇଛି,ଏହି ଶୋକ ସଭାରେ ସ୍ୱର୍ଗତ K.L ନାଇଡୁ ରାୟଗଡ଼ା,ଏବଂ ବ୍ରହ୍ମପୁର ର ଏ,ଏସ ଏଜେଣ୍ଟ ଆସୋସିଏସନ୍(ସଂଘ) ପ୍ରତିଷ୍ଠାତା ବସିଥିଲେ, ସଂଘ ର ପ୍ରତିଷ୍ଠା ଦିବସ ସୃତି ରେ,ସଂଘ ଗଠନ କରିବାରେ ତାଙ୍କର ଅବଦାନ କଣ୍ ଥିଲା, ସେହି ସଂର୍ପକରେ ସଂଘର ବରିଷ୍ଠ ମାନେ ଉପସ୍ଥାପନା କରିଥିଲେ,ଶ୍ଵର୍ଗତ K,L ନାଇଡ଼ୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଘ ପାଇଁ କାର୍ଯ୍ୟ ବିଷୟ ବିସ୍ତୃତ ବିଷୟ. କହିଥିଲେ, ତାହା ଚୀର ଶ୍ମରଣିୟ ଅଟେ । ତାଙ୍କର ଅମର ଆତ୍ମା ଶାନ୍ତି ନିମନ୍ତେ କରିଥିଲେ । ଏହି ପ୍ରତିଷ୍ଠା ସ୍ମୃତି ଦିବସରେ ସଂଘର ସମସ୍ତ କର୍ମକର୍ତ୍ତା ଓ ସଂଘ ର B.M ଯୋଗଦେଇଥିଲେ।