Hot Posts

6/recent/ticker-posts

ବିଦୂତ ତାର ଉପରେ ଶୋଇଛି ଗଛ

ବରୀ, ୨୫/୦୫ ( ରଂଜିତ ମହାନ୍ତି ) : କାଳବୈଶାଖୀ ପ୍ରଭାବ ରେ ଭଅଁରା ପଞ୍ଚାୟତର ଭଅଁରା ଗ୍ରାମ ର ବାବୁଲି ଓଝା ଙ୍କ ଘର ନିକଟ ରାସ୍ତା ପାର୍ଶ୍ଵ ରେ ଥିବା ବିଦୂତ ତାର ଉପରେ ସଜନାଗଛ ର ଡାଳ ଭାଙ୍ଗି ବିପଦପୂର୍ଣ୍ଣ ଅବସ୍ଥା ରେ ଶୋଇରହିଛି l ଲାଗିଥିବା ଡାଳ ଗୁଡ଼ିକ ଭାଙ୍ଗିଲେ ବିଦୂତ ତାର ଛିଡିବା ସହିତ ସେହି ଖୁଣ୍ଟ ରେ ଲାଗି ଷ୍ଟ୍ରିଟ ଲାଇଟ ମଧ୍ୟ୍ୟ ଲାଗିଛି ସଜନା ଗଛ ର ଡାଳ ଭାଙ୍ଗିପଡିଲେ ତାର ଛିଡି଼ବା ସହିତ ଲାଇଟ ଭାଙ୍ଗି ପଡିବା ସହିତ ଯାତାୟତ କରୁଥିବା ଲୋକ ଙ୍କ ଉପରେ ପଡିଯିବାର ସମ୍ବାବନା ରହୁଛି l ବିଭାଗ ତୁରନ୍ତ ଏତିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି l