ପୁରୁଣା କିରୋସିନି ଡିପୁ ରେ ଲାଗିଲା ନିଆଁ
ପାଟଣା, ୦୫/୦୪ ( ଦଶରଥ ବାରିକ ) : କେନ୍ଦୁଝର ଜିଲ୍ଲା ପାଟଣା ଅଧୀନରେ ଥିବା ପୁରୁଣା କିରୋସିନି ଡିପୁ ରେ ଆଜି ଦିନ ୧୧:୩୦ ସମୟରେ କୈାଣସି କାରଣରୁ କିରୋସିନି ଡିପୁ ରେ ହଠାତ୍ ନିଆଁ ଲାଗିଯିବାରୁ କିରୋସିନି ଘର ଟି ଅଧା ପୋଡି ଯାଇଛି ସ୍ଥାନୀୟ ଲୋକମାନେ ନିଆଁ ଜଳୁଥିବାର ଦେଖି ପାଟଣା ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ ଖବର ପାଇ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି ଏହି ପୁରୁଣା କିରୋସିନି ଡିପୁ ଦୀର୍ଘ ଦିନ ହେବ ସେଠାରେ ଥିବା ବେଳେ ଆଜି କେମିତି ନିଆଁ ଲାଗିଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ