ତେନ୍ତୁଳୀଖୁଣ୍ଟି ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 2025
ତେନ୍ତୁଳୀଖୁଣ୍ଟି, ୩୧/୧୦ ( ଶେଖର ଖୁରା ) : ଗତକାଲି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ସମିତି କକ୍ଷ ଠାରେ ଦୁର୍ନୀତି ନିବାରଣ ସଚେତନ 2025 ତେନ୍ତୁଳୀଖୁଣ୍ଟି ବ୍ଲକ ପ୍ରଶାସନ ଏବଂ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଦୁର୍ନୀତି ନିବାରଣ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ତେନ୍ତୁଳୀଖୁଣ୍ଟି ବ୍ଲକ ର ABDO କୃପାସିନ୍ଧୁ ନାୟକ, A. E. ଗୋବିନ୍ଦ କୋହର, GPO ରାଧା କାନ୍ତ ରଣା, ଭିଜିଲାସନ୍ସ ଡି ଏସ ପି , ଜୟଶ୍ରୀ ପ୍ରଧାନ, ଇନ୍ସ୍ପେକଟର ଭୀମସେନ ପୂଜାରୀ ମଞ୍ଚା ସିନ ହୋଇ ଥିଲେ l ଓ଼ ଉପସ୍ଥିତ ଥିବା ବିଭିନ୍ନ ବିଭାଗ ର କର୍ମକର୍ତ୍ତା ମାନଙ୍କୁ ଦୁର୍ନୀତି ର ନିବାରଣ ବାର୍ତ୍ତା ଦେଇ ସାଧୁତା ଓ଼ ସଚ୍ଚଟତା ର ସପଥ ପାଠ କରାଇ ଥିଲେ ବ୍ଲକ ଗ୍ରାମ ପଞ୍ଚାୟତ ଅଧିକାରୀ ଶ୍ରୀ ରାଧାକାନ୍ତ ରଣା, ଦେଶର ଆର୍ଥିକ ସାମାଜିକ ପ୍ରୋଗତି ପଥରେ ଦୁର୍ନୀତି ହିଁ ବଡ ପ୍ରତିବନ୍ଦକ ଏଣୁ ଏହାର ବିକାଶ ପାଇ ସାଧୁତା ଓ଼ ସ୍ୱଛତା କୁ ପାଥେୟ କରି ସେବା ମୋନଭାବର କାର୍ଯ୍ୟ କରିବାକୁ ଆହ୍ୱାନ କରା ଯାଉ ଛି , ଦୁର୍ନୀତି ଆମର ସାମୁହିକ ଦାୟିତ୍ୱ ବୋଲି କହିଥିଲେ ଭିଜିଲାସନ୍ସ ଡି ଏସ ପି ଜୟ ଶ୍ରୀ ପ୍ରଧାନ , ଏହା ପରେ ସମସ୍ତ ଲୋକଙ୍କ ର ସଚେତନତା ପାଇ ହାତ ରେ ଫ୍ଲାଗ. ସ୍ଲାଗନ ଦେଇ ବ୍ଲକର ଠାରୁ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ପର୍ଯ୍ୟନ୍ତ ପଦ ଯାତ୍ରା କରି ସଚେତନତା କରାଯାଇଛି,
ଜିଲ୍ଲା ପ୍ରତିନିଧି ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର