ନୀଳଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗୁରୁ ପୂଜନ ସହ 'ନବୋନ୍ମେଷ' କାର୍ଯ୍ୟକ୍ରମ
ନୂଆପଡ଼ା, ୦୫/୦୯ ( ପରମେଶ୍ୱର ମେହେର ) : ନୀଳଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ, ନୂତନ NA ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଏବଂ ନୂତନ ଭା ଯୋଗଦେଇଥିବା ଅଧ୍ୟକ୍ଷ ଓ ଅଧ୍ୟାପକ-ଭାବେ ଅଧ୍ଯାପିକାଙ୍କୁ କାଙ୍କୁ ସ୍ବାଗତ ସମ୍ବଦ୍ଧ ସମ୍ବଦ୍ଧନା ଦେବା ଉଦ୍ଦେଶ ଶ୍ୟରେ 'ନବେ ବୋନ୍ମେଷ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇ ହାଇଯାଇଛି। ପ୍ରଥମ ଅଧୂବେଶନରେ ଗୁରୁ ପୂଜନ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ଶିକ୍ଷକ ମହେଶ ତିୱାରୀ, କପିଳେଶ୍ବର ପାତ୍ର, ବିଶ୍ବମ୍ବର ପ୍ରଧାନ ଓ ରଣବୀର ସୂପକାର ଶାସ୍ତ୍ରୀଙ୍କୁ ଉତ୍ତରୀୟ ପ୍ରଦାନ, ତିଳକ ଲଗାଇବା ଓ ମାଲ୍ୟାର୍ପଣ କରି ସମ୍ମାନିତ କରାଯାଇଥିଲା। ଗୁରୁଜନଙ୍କ ପ୍ରତି ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିବାରର ଶ୍ରଦ୍ଧା ଓ କୃତଜ୍ଞତା ଏହି ଅବସରରେ ପ୍ରକାଶ ପାଇ ପାଇଥିଲା।ପରବର୍ତ୍ତୀ ବର୍ତ୍ତୀ ଅଧୂବେଶନରେ ନୂତନ ଭାବେ ଯୋଗଦେଇଥିବା ଅଧ୍ଯକ୍ଷ, ଅଧ୍ୟାପକ-ଅଧ୍ୟାପିକା ଓ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଉଦ୍ଦେଶ୍ୟରେ ‘ନବୋନ୍ମେଷ' କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲା।ଅଧ୍ଯକ୍ଷ ଲଳିତ କୁମାର ସୁନାରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସିନାପାଲି ଗୋଷ୍ଠ ଗାଷ୍ଠୀ ଶିକ୍ଷା ଅଧୂକାରୀ କାହ୍ନୁଚରଣ ନାଏକ ମୁଖ୍ୟ ଅତିଥ୍, ଦୁର୍ଗା ନିଆଲ ବିଶିଷ୍ଟ ଅତିଥ୍ ଏବଂ କନକ ବର୍ଦ୍ଧନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗୁରୁ-ଶିଷ୍ୟ ସମ୍ପର୍କ, ଶିକ୍ଷାର ମହତ୍ତ୍ବ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ମହେଶ (।ମହେଶ ତିୱାରୀ, ଫରସ ରାମ ସା, ସତ୍ୟବ୍ରତ ଗହୀର ଓ ଦୀନବନ୍ଧୁ ମାଝୀ ସମ୍ମାନିତ ଅତିų ଅତି ଭାବେ ଯୋଗଦେଇଥିଲେ। ଶ୍ରୀ ପିତାମ୍ବର ଟୋଲଟିଆ ସ୍ବାଗତ ଭାଷଣ ଦେଇଥିବା ରଥୂବା ବେଳେ ପୀତବାସ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାମ୍ବାଦିକ ଦିକ ସଂଘର ସଭାପତି ଅଜିତ କୁମାର ଯୋଷୀଙ୍କୁ ମଧ୍ୟ ସମ୍ବନ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ଳ ଆୟୋଜନରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ପରମେଶ୍ବର ମାଝୀ, ଶଶିରେଖା ସା ସାହୁ, ରାକେଶ କଟା, କିଶୋର ହରପାଲ, ସନ୍ତୋଷ ମଲ୍ଲିକ, ଦେବାଶିଷ ମେହେର, ମୁକେଶ କଣ୍ଠ ଦଣ୍ଡସେନା, ପୀତବାସ ମାଝୀ, ରୁପେଲି ପ୍ରଧାନ, ତନୁଜ ବୈଠାରୁ, ହିମାଂଶୁ ଶେଖର ମହନ୍ତି, ପ୍ରବୀଣା ଛନ୍ଦା, ବନ୍ଦନା ଚଳନା, ଉତ୍କଳିକା ମେହେର, ଇପତେଶ ମେହେର, ଗଣେ ଗଣେଶ ମେହେର, ଜନ୍ମେଜୟ ମହାନନ୍ଦ, ଉଦିତ ତାଣ୍ଡି, ଦୀପ୍ତିକାନ୍ତ ସାହୁ, ମୀନତି ମେହେର, ହେମନ୍ତି ମାଝୀ, ଚଞ୍ଚଳା ମହାନନ୍ଦ, କିଶୋର ଓ ରିତା ପ୍ରମୁଖ ସହଯୋଗ କରିଥିଲେ।ଏଥିରେ ବିଦ୍ୟାଳୟର ଏନସିସି, ସ୍କାଉଟ୍ ଓ ରେଡକ୍ରସ୍ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ସହଯୋଗ କରିଥିବାରୁ କାର୍ଯ୍ୟକ୍ରମଟି ଶୃଙ୍ଖଳିତ ଳିତ ଓ ସଫଳ ଭାବେ ସମ୍ପନ୍ନ ହୋଇଥିଲା।