ପୂଜ୍ୟ ବାଳକୃଷ୍ଣଜି ଙ୍କ ପୂଣ୍ୟ ଜନ୍ମ ତିଥି ଉପଲକ୍ଷେ ଉକ୍ତ ଦିନଟିକୁ" ଯଡି ବୁଟି ଦିବସ" ରୂପେ ପାଳନ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କଳାହାଣ୍ଡି, ୦୫ / ୦୮ (ବିଶ୍ନୁ ଚରଣ ସ୍ଵାଇଁ) : ପୂଜ୍ୟ ବାଳକୃଷ୍ଣଜି ଙ୍କ ପୂଣ୍ୟ ଜନ୍ମ ତିଥି ଉପଲକ୍ଷେ ଉକ୍ତ ଦିନଟିକୁ" ଯଡି ବୁଟି ଦିବସ" ରୂପେ ପାଳନ କରାଯାଏ l ଗୋଟିଏ ବୃକ୍ଷ ବହୁ ଜୀବନ ରକ୍ଷା l କଳାହାଣ୍ଡି ପତଞ୍ଜଳୀ ସମିତି ତରଫରୁ ଉକ୍ତ ଦିବସ କୁ ପାଳନ ସ୍ଥାନୀୟ ବାଲିଜୋର ଗ୍ରାମ (୬କି.ମି.କାମଠନା ନିକଟରେ) ଠାରେ ସକାଳ ୬-୩୦ ସମୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା, ପୂଜ୍ୟ ଆଚାର୍ଯ୍ୟ ଶ୍ରୀ ବାଳକୃଷ୍ଣ ଜୀ ଙ୍କର ପୁଣ୍ୟ ଜନ୍ମ ଦିବସ ।
ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବହୁ ଯୋଗୀ, ଯୋଗିନୀ ଭାଇ ଓ ଭଉଣୀ ମାନେ ସାମିଲ ହୋଇ ଥିଲେ। ତେଣୁ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଯୋଗଦାନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହା ଉତ୍ସଚ୍ଛାହାପୂର୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ନିଜର ଯୋଗଦାନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ବୃକ୍ଷ ରୋପଣ ନିମନ୍ତେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଗୌରବମୟ ଉପସ୍ଥିତି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ