Open national taekwondo Championship ରେ କଳାହାଣ୍ଡି ପ୍ରତିଯୋଗି ମାନେ ୧୦୯ ଟି ମେଡାଲ ହାସଲ କରି ସୁନାମ ଅର୍ଜନ କରିଛି।
କଳାହାଣ୍ଡି, ୧୦/୧୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଖୋଲା ଜାତୀୟ ଟାଏକୁଣ୍ଡୁ ଚାମ୍ପିଅନସିପ୍ , ଇନ୍ଦୋର ଷ୍ଟାଡିୟମ ନିଷ୍ଟ ବିଶ୍ବବିଦ୍ୟାଳୟ ବ୍ରହ୍ମପୁର ଠାରେ ଆୟୋଜିତ ହୋଇଥିବା ଜାତୀୟ ପ୍ରତିଯୋଗୀତା ରେ ୯ରାଜ୍ୟ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ଓଡ଼ିଶାର ପ୍ରତିନିଧିତ୍ଵ ନେଇଥିଲେ କଳାହାଣ୍ଡି ଟାଇକୋଣ୍ଡୋ ଓ ଆର୍ ଟାଇଗର ଟାଇକୁଣ୍ଡୁ । କଳାହାଣ୍ଡି ଜିଲ୍ଲା ରୁ ୬୪ ,ଜଣ ପ୍ରତିଯୋଗି ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ, ୪୪ଟି ଗୋଲ୍ଡ, ୨୮ଟି ସିଲଭର ,୩୭ ବ୍ରୋଞ୍ଜ ହାସଲ କରି ସର୍ବମୋଟ୍ ୧୦୯ ଟି ମେଡାଲ ସୁନାମ ଅର୍ଜନ କରିଛନ୍ତି କଳାହାଣ୍ଡି ର ପ୍ରତିଯୋଗି ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ